ଏକତା କ୍ଲବ ଗୁରୂଣ୍ଡା ଆନୁକୁଲ୍ୟରେ ଏକ ଦିନିଆ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ...

ଏକତା କ୍ଲବ ଗୁରୂଣ୍ଡା ଆନୁକୁଲ୍ୟରେ ଏକ ଦିନିଆ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ...


କଣ୍ଟାବାଞ୍ଜି,୧୭/୦୧: କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁରୀବାହାଲ୍ ବ୍ଲକ୍ ଗୁରୁଣ୍ଡା ଖେଲ ପଡିୟା ଠାରେ ଏକତା କ୍ଲବ ଗୁରୂଣ୍ଡା ଅନୁକୁଲୟ ରେ ଏକ ଦିନିଆ ମହିଳା ଫୁଟବଲ ଖେଲ ଟିଟିଲାଗଡ଼ ଓ ବରଗଡ ମଧ୍ୟ୍ୟ ରେ ଅନୁଷ୍ଠିତ ହୋଇଥିଲା।

      Ad..


ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ହଂସରାଜ ଜୈନ ପୂର୍ବତନ୍ ବ୍ଲକ ଅଧ୍ୟକ୍ଷ ଓ ବିଶିଷ୍ଟ ଅତିଥି ଭାବରେ ଶ୍ରୀମତି ନିରୁପମା ମାଝି ପୂର୍ବତନ SDC ଉପାଧ୍ୟକ୍ଷା ଯୋଗଦେଇ ଥିବା ବେଳେ...

       Ad..


ସମ୍ମାନୀୟ ଅତିଥି ଭାବରେ କାଲିୟା ସରାଫ ସରପଞ୍ଚ ଗୋଇମୁଣ୍ଡ,କଶ୍ୟପ ସରାପ ,ଯୁଧିଷ୍ଟିର ଭରାଶଗରୀୟ, ପିଙ୍କି ଖର୍ସେଲ, ବିଷ୍ଣୁ ଯୁଏଡ,ତପନ ଦୀପ,ବରୁଣ ଲୁହା,ପିନ୍ଟୁ ଦୀପ,ମୋହନ ଲାଲ ସରାଫ, ବୁଧଦେବ ସରାଫ...

Ad..


ସୁମନ୍ତ ସରାଫ ଏବଂ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ଟିଟିଲାଗଡ ଦଳ ୦ /୧୦ ଗୋଲ ଦେଇ ବିଜୟ ହୋଇଥିଲେ।



Edited by k.s thakur...

Post a Comment

Previous Post Next Post