ବିଟାବନ୍ଧ ଗ୍ରାମ ଠାରେ ଜୟ ଜଗନ୍ନାଥ କ୍ରିକେଟ କ୍ଲବ ପକ୍ଷରୁ ବିଟାବନ୍ଦ ଓ ସାଗ୍ନାନାମୁଣ୍ଡା ମଧ୍ୟ୍ୟରେ ଫାଇନାଲ ମେଚ...

ବିଟାବନ୍ଧ ଗ୍ରାମ ଠାରେ ଜୟ ଜଗନ୍ନାଥ କ୍ରିକେଟ କ୍ଲବ ପକ୍ଷରୁ  ବିଟାବନ୍ଦ ଓ ସାଗ୍ନାନାମୁଣ୍ଡା ମଧ୍ୟ୍ୟରେ ଫାଇନାଲ ମେଚ...


ମୁରିବାହାଲ,୧୩/୦୧ : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁରୀବାହାଲ ବ୍ଲକ ବିଟାବନ୍ଧ ଗ୍ରାମ ପଞ୍ଚାୟତ ସଦର ମହକୁମା ଠାରେ ଡକ୍ଟର ଭୀମ ରାଓ ଆମ୍ବେଦକର ଖେଲ ପଡିୟା ଠାରେ ଶ୍ରୀ ଜୟ ଜଗନ୍ନାଥ କ୍ରିକେଟ କ୍ଲବ ଅନୁକୁଲ୍ୟ ରେ ଫାଇନାଲ ଖେଳରେ ମୁଖ୍ୟଅତିଥି ଭାବରେ...

      Ad..


ଶ୍ରୀ ହଂସରାଜ ଜୈନ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଯୋଗ ଦେଇ ଥିବା ବେଳେ ସମ୍ମାନୀୟ ଅତିଥି ଭାବରେ ବିଟାବନ୍ଧ ସରପଞ୍ଚ ଓ ସିରୋଲ ସରପଞ୍ଚ ଯୋଗ ଦେଇ ଥିଲେ,ଅନ୍ୟ ଅତିଥି ଭାବରେ ପୂର୍ବତନ ସରପଞ୍ଚ ଶ୍ରୀ ଅଗସ୍ତି ବାଗ, ସମିତିସଭ୍ୟା,ନାୟକ ସରପଞ୍ଚ,ୱାର୍ଡ ସଭ୍ୟ ସଭ୍ୟ,ଯଦୁ ତାଣ୍ଡି... 

       Ad..


ଖନ୍ଦେଶ୍ୱର୍ ଘିଭେଲା,ଗୋରଙ୍ଗ ଘିଭେଳା,ମାୟାଧର ପୋଡ, ଶତ୍ରୁଘ୍ନ ଘିଭେଲା,ବିସମ୍ବର୍ ତାଣ୍ଡି,ବରୁଣ ଲୁହା,ପିନ୍ଟୁ ଦୀପ, ଡିଙ୍ଗର ତାଣ୍ଡି,ମଞ୍ଜିଟ,ଚନ୍ଦ୍ର,ଗଣେଶ, ମାଣିକ,ଓ ଅନୁଷ୍ଠାନ ର ସମସ୍ତ କ୍ରମକ୍ରତା ଯୋଗ ଦେଇଥିଲେ।

Ad..


ଏହି ମ୍ୟାଚ୍ ରେ ୧୬ ଟୀ ଦଳ ଯୋଗ ଦେଇ ଥିଲେ ଆଜି ଫାନଲ ଖେଲ ରେ ବିଟାବନ୍ଦ ଓ ସାଗ୍ନାନାମୁଣ୍ଡା ମଧ୍ୟ୍ୟ ରେ ଖେଲ ହୋଇଥିଲା।ବିଟାବନ୍ଧ ଦଳ ୧୦ ଓଭାର ରେ ୧୧୧ ରନ କରି ଥିଲେ ଓ ସାଗ୍ନାମୁଣ୍ଡା ଦଳ ୩ ୱିକେଟ  ବିନିମୟରେ ୧୧୨ ରନ କରି  ଫାନାଲ ଖେଲ ଜିତିଲେ ବିନର ଦଳ କୁ ୧୮୦୦୦ ହଜାର ଟଙ୍କା ଓ ରନର ଦଳ କୁ ୧୪୦୦୦ ହଜାର ପୁରସ୍କାର ଦେଇ ଟ୍ରଫି  ବଣ୍ଟନ କରି ଶ୍ରୀ ଖଣ୍ଡେଶ୍ୱର୍ ଘୀଭେଲା ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ।



Edited by k.s thakur...

Post a Comment

Previous Post Next Post