ଜମଲେଶ୍ୱର ଗାଁ ନିକଟରେ ମାଇଁ ହାତୀ ମୃତ ଦେହ ଠାବ...

ଜମଲେଶ୍ୱର ଗାଁ ନିକଟରେ ମାଇଁ ହାତୀ ମୃତ ଦେହ ଠାବ...


ମୁରିବାହାଲ,୨୮/୦୧(ଶଙ୍କର ମାଝୀ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ଅଂଚଳରେ ଦୀର୍ଘ ତିନି ବର୍ଷ ହେବ ହାତୀ ଉପଦ୍ରବ ଲାଗି ରହିଛି। 

    Ad..


ତେବେ ମୁରିବାହାଲ ରେଂଞ୍ଜ ଅନ୍ତର୍ଗତ ଜମଲେଶ୍ୱର ଗ୍ରାମ ନିକଟରେ ଗୋଟିଏ ମାଇଁ ହାତୀ ମୃତ ଦେହ ପଡିଥିବା ଗ୍ରାମବାସି ଦେଖିବାକୁ ପାଇଁ ଥିଲେ ଓ ଜୟତରା ରେଞ୍ଜ ବନବିଭାଗକୁ ଖବର ଦେଇଥିଲେ।

Ad..


ମୁରିବାହାଲ ବନ ବିଭାଗ ବରିଷ୍ଟ ଅଧିକାରୀ ଏବଂ କର୍ମଚାରି ଘଟଣାସ୍ଥଳରେ ହାତୀ ଶବ ଜବତ କରି ତଦନ୍ତ କରିଥିଲେ। ମାଇଁ ହାତୀ କିଛି ଦିନ ଧରି ଅସୁସ୍ଥ ଥିବା ବେଳେ ଖାଧ୍ୟ୍ୟ ଖାଇନଥିଲା।

Ad..


ହାତୀର ମୃତ୍ୟୁର କାରଣ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ମୁରିବାହାଲ ରେଞ୍ଜର ଶିବ ପ୍ରସାଦ ନାୟକ ସୂଚନା ଦେଇଛନ୍ତି।



Edited by k.s thakur...

Post a Comment

Previous Post Next Post