ଭୁବନେଶ୍ବର ସୁନ୍ଦରପଦା ବିସ୍ଫୋରଣ ଘଟଣା: ତଦନ୍ତ କରିବ ଏନ୍ଆଇଏ...

ଭୁବନେଶ୍ବର ସୁନ୍ଦରପଦା ବିସ୍ଫୋରଣ ଘଟଣା: ତଦନ୍ତ କରିବ ଏନ୍ଆଇଏ...


ଭୁବନେଶ୍ୱର,୨୮/୦୧ : ଭୁବନେଶ୍ବର ସୁନ୍ଦରପଦା ବିସ୍ଫୋରଣ ଘଟଣାରେ ଏନ୍ଆଇଏର ତଦନ୍ତ। ଘର ମାଲିକଙ୍କ ଠାରୁ ଆରମ୍ଭ କରି ଏକାଧିକ ଲୋକଙ୍କୁ ଏନ୍ଆଇଏର ଜେରା । ପଛରେ ବଡ଼ ଚକ୍ରାନ୍ତ ଆଶଙ୍କାରେ ଏନ୍ଆଇଏର ଜେରା କରିବ ବୋଲି ସୂଚନା ମିଳିଛି।

Ad..


ସୁନ୍ଦରପଦା ନିକଟ ନ୍ୟୁ ଆଜାଦ ନଗରରେ ପହଞ୍ଚି ତନାଘନା ତଦନ୍ତ ଆରମ୍ଭ କରିବ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି-NIA। ପାରିପାର୍ଶ୍ବିକ ସ୍ଥିତି ଯାଞ୍ଚ ସହ ବୋମା ଫୁଟିବା କାରଣର ତଦନ୍ତ କରିବେ।

        Ad..


ଅନ୍ୟପକ୍ଷେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା କହିଛନ୍ତି ଯେ ସୁନ୍ଦରପଦା ଆଜାଦନଗରେ ବୋମା ଭିଡ଼ୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ୪ ଜଣ ବ୍ୟକ୍ତି ଗୁରୁତର ହୋଇଥିଲେ । 

Ad..


ସେହନୱାଜ ମଲ୍ଲିକ ନାମକ ବ୍ୟକ୍ତିଙ୍କ ନାମରେ ୭ଟି ମାମଲା ରହିଛି। ଏଥିରେ ସେହନୱାଜର ମାଆ, ବାନ୍ଧବୀ ଏବଂ ସାଙ୍କ ଅମୀୟ ରଞ୍ଜନ ମଲ୍ଲିକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।



Edited by k.s thakur...

Post a Comment

Previous Post Next Post