ଭାଜପାର ଜିଲା ସାଙ୍ଗଠନିକ ବୈଠକ, ତୃଣମୂଳ ସ୍ତରରୁ ସଂଗଠନ ମଜବୁତ କରିବାକୁ ଆହ୍ୱାନ...

ଭାଜପାର ଜିଲା ସାଙ୍ଗଠନିକ ବୈଠକ, ତୃଣମୂଳ ସ୍ତରରୁ ସଂଗଠନ ମଜବୁତ କରିବାକୁ ଆହ୍ୱାନ...


ଦାରିଙ୍ଗବାଡି,୦୬/୦୧ : କନ୍ଧମାଳ ଜିଲା ଦାରିଙ୍ଗବାଡି ରାଣୀଦୁର୍ଗା କଲ୍ୟାଣମଣ୍ଡପ ପରିସର ମଧ୍ୟରେ ସୋମବାର ଭାଜପାର ଜିଲ୍ଲା ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି
।       Ad..


ଏଥିରେ ଦଳର ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝିଙ୍କ ଅଧ୍ୟକ୍ଷତା ବୈଠକରେ ଜିଲା ସାଧାରଣ ସମ୍ପାଦକ ସୁକାନ୍ତ କୁମାର ସାହୁ ଓରଫ ଟୁଟୁ ମଞ୍ଚ ମୁଖ୍ୟ ଅତିଥିଭାବେ, କନ୍ଧମାଳ ଜିଲା ପ୍ରଭାରୀ ଦାୟିତ୍ୱରେ ଥିବା ପୃଥ୍ଵୀବିରାଜ ମହାପାତ୍ର ଯୋଗ ଦେଇଥିଲେ।

Ad..


ସେହିପରି ଅନ୍ୟତମ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମ ଚରଣ ଦାସ,  ଜିଲା ସାଧାରଣ ସମ୍ପାଦକ ସଞ୍ଜିତ ମଣ୍ଡଳ, ଦେବେନ୍ଦ୍ର କୁଦେଇ, ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ଲିଙ୍ଗରାଜ ଦଳବେହେରା, ପୂର୍ବତନ ବିଧାୟିକା  ଅଜୟନ୍ତୀ ପ୍ରଧାନ, ବରିଷ୍ଠ ନେତ୍ରୀ ଅର୍ଚ୍ଚନା ପ୍ରଧାନ, କଳ୍ପନା କଂହର, ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ଗୋବିନ୍ଦ ପ୍ରଧାନ ପ୍ରମୁଖ ମଞ୍ଚାସିନ ରହିଥିଲେ।




Edited by k.s thakur...

Post a Comment

Previous Post Next Post