କଣ୍ଟାବାଞ୍ଜି ନାଗରିକ କମିଟିର ଏକ ବୈଠକ ଅନୁଷ୍ଠିତ...

କଣ୍ଟାବାଞ୍ଜି ନାଗରିକ କମିଟିର ଏକ  ବୈଠକ ଅନୁଷ୍ଠିତ...


କଣ୍ଟାବାଞ୍ଜି,୦୬/୦୧ :ସୋମବାର ସନ୍ଧ୍ୟା ୭ ଟା ସମୟରେ କଣ୍ଟାବାଞ୍ଜି ହରିଭବନ୍ ଠାରେ କଣ୍ଟାବାଞ୍ଜି ନାଗରିକ କମିଟିର ଏକ  ବୈଠକ ଅନୁଷ୍ଠିତ ହୋଇଯାଇଛି।

        Ad..


ଏହି ବୈଠକରେ କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲର ସମସ୍ୟା,ସହର ସଫେଇ ଓ ଟ୍ରାଫିକ ସମସ୍ୟା ଗୁଡିକୁ କିଭଳି ସୁଦୃଢ କରାଯିବ ତାହା ପାଇଁ  କି  କି  ପଦକ୍ଷେପ  ନିଆଯିବ ନାଗରିକ  କମିଟି ପକ୍ଷରୁ ତାହା ଉପରେ ନଜର ଦେବା ପାଇଁ ଉକ୍ତ ବୈଠକରେ ଆଲୋଚନା କରାଯାଇଥିଲା

        Ad..


କେମିତି ଭାବେ ଏହି  ସମସ୍ୟାର ସମାଧାନ ହେବ ସେ ନେଇ ଉକ୍ତ ବୈଠକ ହେଇଥିଲା।ଏହି ବୈଠକରେ ସଭାପତି ଅରୁନ ତାଣ୍ଡି , ଉପ ସଭାପତି ରାଜୁ ଛତ୍ରିଆ , କୋଷାଧ୍ୟକ ରୋହିତ ଅଗ୍ରୱାଲ , ସାମ୍ବାଦିକ ପରିଚାଳକ କୋଶଳ ଠାକୁର,ପ୍ରମୋଦ ବେହେରା... 

ପରାମର୍ଶଦାତା ସନ୍ତୋଷ ଅଗ୍ରୱାଲ , ସୁରଜ୍ ଜୈନ, ବିଶାଳ ତାଣ୍ଡି , ଟେମୁ ନାଏକ , ସୁଶିଲ ବେହେରା , ସଦସ୍ୟ ଲକ୍କି ପନିକା , ହେମସାଗର ନାଗ , ଅଜୟ ବୋଏ , ତିଲ ଚିହ୍ନାଗୁନ,ବିଶ୍ବନାଥ ନାଗ , ମାଧବ ବୋଏ ପ୍ରମୁଖ ଉପସ୍ଥିତ ଥିଲେ।




Edited by k.s thakur...

Post a Comment

Previous Post Next Post