ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ...
କଣ୍ଟାବାଞ୍ଜି,୨୭/୦୧ : ଆଜି ମଙ୍ଗଳବାର ଦିନ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥ୍ ରୂପେ ତୁରକେଲା ଗୋଷ୍ଠୀ ଶିକ୍ଷ ଅଧୂକାରୀ ଶ୍ରୀଯୁକ୍ତ ଗୌତମ ପଟେଲ...
Ad..
ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଶାନ୍ତନୁ କୁମାର ପଢିହାରୀ ଗୋଷ୍ଠୀ ଶିକ୍ଷାଅଧୂକାରୀ ମୁରିବାହାଲ, ସମ୍ମାନିତ ଅତିଥ୍ ଭାବେ ଜ୍ଞାନେନ୍ଦ୍ରମଳିକ ଅଧକ୍ଷ ପ୍ରାଥମିକ ଶିକ୍ଷକ ଓ ତାଲିମ ପ୍ରତିଷ୍ଠାନ ବଲାଙ୍ଗିର, ସହକାରୀ ଗୋଷ୍ଠୀ ଶିକ୍ଷା ଅଧୂକାରୀ ତୁରକେଲା ଶ୍ରୀଯୁକ୍ତ ଫକୀର ଚରଣ ବିଶି...
Ad..
ଜଗବନ୍ଧୁ ମାଝୀ ସହକାରୀ ଗୋଷ୍ଠୀ ଶିକ୍ଷା ଅଧୂକାରୀ ତୁରକେଲା, ତୁରକେଲା ସି.ଆର. ସି.ସି ଶ୍ରୀଯୁକ୍ତ ଗଜେନ୍ଦ୍ର ହରିଜନ, ଗଇନ୍ଦୀମାଲ ସି. ଆର. ସି. ସି ଶ୍ରୀଯୁକ୍ତ ଜଗମୋହନ ସେଠି, ହିଆଲ ସି. ଆର. ସି. ସି ଶ୍ରୀଯୁକ୍ତ ଅମରେନ୍ଦ୍ର ବାଗ ତଥା ଗୋଷ୍ଠୀ ଶିକ୍ଷା ଅଧୂକାରୀ ତୁରକେଲା କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥୂଲେ।
Ad..
ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଅମର କାନ୍ତ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିବାବେଳେ ଆପୁ କୁମାର ଭୋଇ, ଡଗର କିଶୋର ବନଗୁଲା, ରାମପ୍ରସାଦ ବାଗ ତଥା ବିଦ୍ୟାଳୟ ପରିଚାଳନା କମିଟି ର ସଭ୍ୟ ସଭ୍ୟା ସହଯୋଗ କରିଥିଲେ।
Edited by k.s thakur...




