ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ୭୭ ତମ ସାଧାରଣ ତନ୍ତ୍ର ଦିବସ ପାଳିତ...

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ୭୭ ତମ ସାଧାରଣ ତନ୍ତ୍ର ଦିବସ ପାଳିତ...


ବରଗଡ଼,୨୬/୦୧(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ରେ ୭୭ ତମ ସାଧାରଣ ତନ୍ତ୍ର ଦିବସ ମହା ସମାରୋହ ରେ ପାଳିତ ହୋଇ ଯାଇଛି।

      Ad..


ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତି କାନ୍ତ ସାହୁ ପତାକା ଉତ୍ତୋଳନ କରି ଉଦବୋଧନ ପ୍ରଦାନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଏଡି ଇ ଓ ସରୋଜ ଭୁଏ,ଏଡି ଇ ଓ ବିନୟ କୁମାର ସୟ, ଏ ଡିଇଓ ଅମୃତା ସାହୁ...

Ad..


ବିଜ୍ଞାନ ନିରୀକ୍ଷକ ଧିରୋଜ ପଟ୍ଟନାୟକ ଆଇପି ଜ୍ୟୋତିଷ ଚନ୍ଦ୍ର ପ୍ରଧାନଙ୍କ ସମେତ ଜନ୍ମେଞ୍ଜୟ ପାତ୍ର, ଫାଲଗୁନୀପଣ୍ଡା,ନିରାକାର ସାହୁ,ଦିବ୍ୟ କିଶୋର ମିଶ୍ର,କିଶୋର ପଟ୍ଟନାୟକ ,ଦିଲ୍ଲୀପ ସାହୁ ,ଆଜାଦ ସାହୁ ପ୍ରମୁଖ କର୍ମ ଚାରି ବୃନ୍ଦ ଉପସ୍ଥିତ ରହିଥିଲେ।

Ad..





Report : Bijay ku sahu

Edited by k.s thakur...

Post a Comment

Previous Post Next Post