ସୁବର୍ଣ୍ଣଦୀପ ର ଧନୁଯାତ୍ରା ବିଶେଷାଙ୍କ ଉନ୍ମୋଚିତ...

ସୁବର୍ଣ୍ଣଦୀପ ର ଧନୁଯାତ୍ରା ବିଶେଷାଙ୍କ ଉନ୍ମୋଚିତ...


ବରଗଡ଼,୨୬/୧୨(ବିଜୟ କୁମାର ସାହୁ): ଆଜି ବିଶ୍ୱ ପ୍ରସିଦ୍ଧ ବରଗଡ଼ର ୭୮ତମ ଧନୁଯାତ୍ରାର ତୃତୀୟ ଦିବସରେ ଗୋପପୁରସ୍ଥିତ ନନ୍ଦ ଦରବାର ବରଗଡ଼ ଜିଲ୍ଲା ଏସ.ପି. ଶ୍ରୀ ପ୍ରହଲ୍ଲାଦ ମୀନା ଙ୍କ ଦ୍ଵାରା ଉତ୍ଘାଟୀତ ହୋଇଯାଇଛି।

      Ad..


ଏହି ଅବସରରେ ପଶ୍ଚିମ ଓଡ଼ିଶାର ଅଗ୍ରଣୀ ପତ୍ରିକା ଦୀର୍ଘ  ୩୧ ବର୍ଷରୁ ପ୍ରକାଶିତ ଯୁଗୋପଯୋଗୀ ସୁବର୍ଣ୍ଣଦୀପର ଧନୁଯାତ୍ରା ବିଶେଷଙ୍କ  ଶ୍ରୀଯୁକ୍ତ ମୀନାଙ୍କ କର କମଳରେ ଉନ୍ମୋଚିତ ହୋଇଥିଲା।

    Ad..


ଏହି ଅବସରରେ ଧନୁଯାତ୍ରା ମହୋତ୍ସବ ସମିତି ସମ୍ପାଦକ ଶ୍ରୀ ସୁରେଶ୍ଵର ସତପଥି,ଉପ ଜିଲ୍ଲାପାଳ ଶ୍ରୀ ପ୍ରସନ୍ନ ପାଣ୍ଡେ,ଗୋପପୁର ମଞ୍ଚ ଆବାହକ ଈଶ୍ୱର ବାଗ,ନନ୍ଦ ରାଜା ସତ୍ୟନାରାୟଣ ପୋଡ଼,ନନ୍ଦ ରାଣୀ ଙ୍କ ସହ ପତ୍ରିକାର ଉପଦେଷ୍ଟା ପ୍ରିତମ ସିଂ...

Ad..


ସମ୍ପାଦକ ପ୍ରଦୀପ୍ତ ଭାନୁ ମହାନ୍ତି,ସହ ସମ୍ପାଦକ ନବକୃଷ୍ଣ ମିଶ୍ରଙ୍କ ସହ ଅନ୍ୟାନ୍ୟ ଗଣ୍ୟ ମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ଏହି ବିଶେଷାଙ୍କରେ ଧନୁଯାତ୍ରା ସମ୍ପର୍କିତ ବହୁ ତଥ୍ୟପୂର୍ଣ୍ଣ ଲେଖା ପ୍ରକାଶ ପାଇଛି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post