ମହାସମାରୋହରେ ଶ୍ରୀମଦ ଭାଗବତ ଭକ୍ତି ଜ୍ଞାନ ଯଜ୍ଞର ଆୟୋଜନ...
କଣ୍ଟାବାଞ୍ଜି,୨୯/୧୨(ନି.ପ୍ର): ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଣ୍ଟାବାଞ୍ଜି ରାଧା ମାଧବ ମନ୍ଦିର(ମାତା ମନ୍ଦିର)ରେ ଡ଼ିସେମ୍ବର ୨୪ ରୁ ୩୧ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ଶ୍ରୀମଦ ଭାଗବତ ଭକ୍ତି ଜ୍ଞାନ ଯଜ୍ଞ ଆୟୋଜନ କରାଯାଇଛି।
Ad..
ଏହି ଅବସରରେ କର୍ତ୍ତା ରୂପରେ ଜଗନ୍ନାଥ ଦାସ ଠାକୁର ଏବଂ ତାଙ୍କ ସହଧର୍ମିଣୀ ମଣିକାନ୍ତି ପାଣିଗ୍ରାହୀ ମୁଖ୍ୟ ଶ୍ରୋତା ଭାବରେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବାବା ପ୍ରେମାନନ୍ଦ ଦାସ ଗୁରୁ ପଦାଶ୍ରୀତ, ପଦ୍ମ କିଶୋର ଠାକୁର, ପଦ୍ମମୁଖ ଶତପଥି, ଜଗଦାନନ୍ଦ ପାଣିଗ୍ରାହୀ...
Ad..
ପ୍ରସନ୍ନ ପଣ୍ଡା, ରାଜକିଶୋର ଖମାରୀ, କୋଦଣ୍ଡ ଧର ପାଢ଼ୀ, ବିଜୟ କୁମାର ମିଶ୍ର, ଜନାର୍ଦନ ଠାକୁର, ନିକୁଞ୍ଜ ପ୍ରଧାନ, ପୂରଣମଲ ଅଗ୍ରୱାଲ, କୁନୁ ହୋତା, ରମେଶ ପୁଜାହାରୀ, ଦେବେନ୍ଦ୍ର ପଣ୍ଡା, ନରୋତ୍ତମ ପଣ୍ଡା, ଚିନ୍ମୟ ଯୋଶୀ...
Ad..
ମନ୍ଦିର ପୂଜକ ଦୁଷ୍ମନ୍ତ ପାଢ଼ୀ ତଥା ମୁଖ୍ୟ ପୂଜକ ଭାବରେ ଦିଲ୍ଲୀପ ଖମାରୀ ଏବଂ ବ୍ୟାସ ଭାବରେ ସୋନପୁର ନିବାସୀ ଶ୍ରୀରାମ ପଣ୍ଡା ବ୍ୟସାସନରେ ଉପନୀତ ହୋଇ ସମସ୍ତଙ୍କୁ ଭାଗବତ ରସ ପାନ କରାଉଛନ୍ତି। ଦୈନିକ ୧୦୦ ରୁ ଉର୍ଦ୍ଧ୍ବ ପରିବାର ଶ୍ରୋତା ଭାବରେ ଯୋଗଦାନ କରୁଛନ୍ତି।
Edited by k.s thakur...
Tags:
kantabanji
latest news
latest update
odisha daily current affairs
odisha news
Radha madhav temple
srimad Bhagavad




