ଜାନୁୟାରୀ ୧୫ରେ ରାଜ୍ୟ ସଙ୍କୀର୍ତ୍ତନ ମହୋତ୍ସବ...
ବରଗଡ଼,୨୨/୧୨(ବିଜୟ କୁମାର ସାହୁ):ବରଗଡ଼ ଜିଲ୍ଲା ସଙ୍କୀର୍ତ୍ତନ ପରିଷଦ ଆନୁକୁଲ୍ୟରେ ଜାନୁୟାରୀ ୧୫ ଭୁବନେଶ୍ୱରଠାରେ ରାଜ୍ୟ ସ୍ତରୀୟ ସଙ୍କୀର୍ତ୍ତନ ମହୋତ୍ସବ ତଥା ସଙ୍କୀର୍ତ୍ତନ ସଂସ୍କୃତି ଜାଗରଣ କାର୍ଯ୍ୟକ୍ରମ ହେବ।
Ad..
ଏଥିପାଇଁ ପରିଷଦର ଅଧ୍ୟକ୍ଷ ପ୍ରମୋଦ ଦାଶ ,ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ଅଧ୍ୟକ୍ଷ ଚୈତନ୍ୟ ପାଇକ,ସଙ୍କୀର୍ତ୍ତନ ପରିଷଦର ମୁଖ୍ୟ ଉପଦେଷ୍ଠା ବଜରଙ୍ଗ ଅଗ୍ରୱାଲ ପ୍ରମୁଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ...
Ad..
ସାଂସଦ ପ୍ରଦୀପ ପୁରୋହିତ,ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ,ବିଜେପୁର ବିଧାୟକ ସନତ ଗଡତିଆ, ଅତାବିରା ବିଧାୟକ ନିହାର ମହାନନ୍ଦ...




