ରାଜବୋଡାସମ୍ବର ହାଇସ୍କୁଲ ୧୯୯୨ ମେଟ୍ରିକ୍ ବ୍ଯାଚ ର ପାରିବାରିକ ବନ୍ଦୁ ମିଲନ ଅନୁଷ୍ଠିତ...
ବରଗଡ଼,୨୨/୧୨(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ହାଇସ୍କୁଲ ପୁରାତନ ଛାତ୍ର ଙ୍କ ୧୯୯୨ ମେଟ୍ରିକ୍ ବ୍ଯାଚ ର ପାରିବାରିକ ବନ୍ଦୁ ମିଲନ କାର୍ଯ୍ୟକ୍ରମ ଖୁସି ଆନନ୍ଦେ ଅନୁଷ୍ଠିତ ହୋଇଯାଇଛି।
Ad..
ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ବାର୍ତ୍ତାଳାପ, ଗୁରୁ ଶିଷ୍ୟର ପରମ୍ପରା, ପରିବାର ମଧ୍ୟରେ ସୁସମ୍ପର୍କ ସ୍ଥାପନ ସହ ନିଜ ନିଜ ଅଭିଜ୍ଞତାରୁ କିଛି ବଖାଣିବା ସହ ନିଜ ଗୀତ, ନୃତ୍ୟ ପ୍ରଭୃତି ପ୍ରଦର୍ଶନ କରିଥିଲେ।
ପ୍ରତ୍ୟେକ ବର୍ଷ ଭଲି ୨୦୨୫ ରେ ମଧ୍ୟ ବନ୍ଧୁମିଳନ ର ଆୟୋଜନ ହୋଇଥିଲା ହେଲେ ଏଥର ପ୍ରତ୍ୟେକ ବନ୍ଧୁମାନେ ନିଜନିଜ ପରିବାରର ଙ୍କ ସହ ଯୋଗଦାନ ଦେଇ ହସଖୁସି ସହ ବନ୍ଧୁତା ମିଳନ କାର୍ଯ୍ୟକ୍ରମ ସମାପନ କରିଥାନ୍ତି।
Ad..
ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ବାର୍ତ୍ତାଳାପ, ଗୁରୁ ଶିଷ୍ୟର ପରମ୍ପରା, ପରିବାର ମଧ୍ୟରେ ସୁସମ୍ପର୍କ ସ୍ଥାପନ ସହ ନିଜ ନିଜ ଅଭିଜ୍ଞତାରୁ କିଛି ବଖାଣିବା ସହ ନିଜ ଗୀତ, ନୃତ୍ୟ ପ୍ରଭୃତି ପ୍ରଦର୍ଶନ କରିଥିଲେ।
Ad..
ରାଜବୋଡାସମ୍ବର ହାଇସ୍କୁଲ ରେ ୧୯୯୨ ମସିହାରେ ପାଠପଢୁ ଥିବା ସମୟରେ ସାଙ୍ଗ ହୋଇଥିବା ଅନୁଭବ କରୁ ସ୍ମରଣ କରାଯାଇଥିଲା। ପୁରାତନ ଶିକ୍ଷକ ଯେଉଁମାନେ ଆଉ ନାହାନ୍ତି ଓ ସହପାଠୀ ମାନେ ଯେଉଁମାନେ ନାହାନ୍ତି ସେମାନଙ୍କୁ ସ୍ମରଣ କରାଯାଇଥିଲା।
ଶେଷରେ ଆନନ୍ଦ ସହ ଆସନ୍ତା ବର୍ଷ ରେ ପୁଣିଥରେ ଏକାଠି ହେବାପାଇଁ ଘୋଷଣା ହୋଇଥିଲା। ପଦ୍ମପୁର ସମେତ ବଲାଙ୍ଗୀର, ସମ୍ବଲପୁର, ଛତିଶଗଡ଼ ପ୍ରଭୃତି ଦୂର ସ୍ଥାନରେ ରହୁଥିବା ସମସ୍ତ ବନ୍ଧୁ ଓ ତାଙ୍କ ପରିବାର ଯୋଗଦାନ ଦେଇଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh
batch meeting
latest news
latest update
odisha daily current affairs
odisha news
padamapur
rajbodasambhar High school




