ପଦ୍ମପୁର ବ୍ୟାଡମିଣ୍ଟନ ପ୍ରିମିୟର ଲିଗ ୨.୦ ଆୟୋଜିତ...
ପଦ୍ମପୁର,୦୮/୧୨(ବିଜୟ କୁମାର ସାହୁ): ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ ଶେଖ ହାଇଦର ଙ୍କ ସୃତି ରେ ପଦ୍ମପୁର ବ୍ୟାଡମିଣ୍ଟନ ଅନୁଷ୍ଠାନ ଦ୍ୱାରା ୨ ଦିନ ଧରି ହେବାକୁ ଥିବା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆଜି ଅନୁଷ୍ଠିତ ହୋଇଯାଇଛି।
Ad..
ଆଜିର ଆଉଟଡ଼ୋର ଟୁର୍ଣ୍ଣାମେଣ୍ଟ ରେ ୪୪ ଟି ଦଳ ଭାଗ ନେଇଥିଲେ।ଏଥିରେ ମୁଖ୍ୟ ଅତିଥି ଭାବରେ ଉପଜିଲ୍ଲାପାଳ ସ୍ନେହା ଅରୁଗୁଲା ଏବଂ ସମ୍ମାନୀତ ଅତିଥି ଭାବରେ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ , ଶିରିଶ ବହିଦାର , ପ୍ରତାପ ମିଶ୍ର , ସଚିଦାନନ୍ଦ ବହିଦାର , ବିଷ୍ଣୁ ଦୋରା , ମିଲୁ ସାହୁ , କପିଲ ଅଗ୍ରୱାଲ , ବାବୁଲୁ ଖାନ ଉପସ୍ଥିତ ରହିଥିଲେ।
Ad..
ଉକ୍ତ ଟୁର୍ଣ୍ଣାମେଣ୍ଟ ରେ ମାନେଶ୍ଵର ର ମନଜିତ ମେହେର , ହେପି ମହାପାତ୍ର ବିଜେତା ହୋଇଥିଲା ବେଲେ ପଦ୍ମପୁର ର ବୋଧୀଦିତ୍ୟ ସାହୁ ଓ ଫିରୋଜ ଖାନ ଉପବିଜେତା ହୋଇଥିଲେ।
ସମସ୍ତ କାର୍ଯ୍ୟକ୍ରମ କୁ ପଦ୍ମପୁର ବ୍ୟାଡମିଣ୍ଟନ ର ସଦସ୍ୟ ହରିଶଙ୍କର ସିଂହ , ବଂଶୀ ଅଗ୍ରୱାଲ , ସୁନୀଲ ସାହୁ , ସୁଧିର ସାହୁ , ଅଶୋକ ମିଶ୍ର , ସଲ୍ଲୁ ଖାନ , ଅପ୍ପୁ ଖାନ , ଦୀପକ ଅଗ୍ରୱାଲ , ସଲମାନ ଖାନ , ଅରୂପାନନ୍ଦ ନାଏକ , କମଳ ଅଗ୍ରୱାଲ , ସୋମୁ ଅଗ୍ରୱାଲ , ଅବିକ ସିଦ୍ଧିକ , ନିପୁନ ସାହୁ , ରିତେଶ ସାହୁ , ଶିଭମ ଶେଖର ସାହୁ , ଟିନୁ ମଲ୍ଲିକ , ଅଂଶୁମାନ ତ୍ରିପାଠୀ, କିଶୋର ବାଗ ପରିଚାଳନା କରି ଥିଲେ ଶେଷ ରେ ହରିଶଙ୍କର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...
Tags:
badminton tournament
Bargarh
latest news
latest update
odisha daily current affairs
odisha news
padamapur



