୭ମ କଣ୍ଟାବାଞ୍ଜି ଲୋକ ମହୋତ୍ସବର ଶୁଭଖମ୍ଭ ସ୍ଥାପନ...
କଣ୍ଟାବାଞ୍ଜି,୧୭/୧୨ : କିଛି ବର୍ଷର ବ୍ୟବଧାନ ପରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ୭ମ କଣ୍ଟାବାଞ୍ଜି ଲୋକ ମହୋତ୍ସବର ଆୟୋଜନ ହେବାକୁ ଯାଉଛି।
Ad..
ଏହି ଅବସରରେ ମଙ୍ଗଳବାର ଦିନ ଶୁଭଖମ୍ଭ ସ୍ଥାପନ ସହିତ ଚଳିତ ବର୍ଷ ଡିସେମ୍ବର ୧୯ ରୁ ୨୧ ପର୍ଯ୍ୟନ୍ତ ହେବାକୁ ଥିବା ଲୋକ ମହୋତ୍ସବ ଆୟୋଜନ ସକାଶେ ଉଦ୍ଘୋଷ ହୋଇ ଯାଇଛି।
Ad..
ଶୁଭଖମ୍ଭ ସ୍ଥାପନର ପୂଜାର୍ଚ୍ଚନାରେ ଗିରିରାଜ ମାଝୀ ଓ ତାଙ୍କର ସହ ଧର୍ମିଣୀ ନିରୁପମା ମାଝୀ କର୍ତ୍ତା ଭାବେ ଯୋଗ ଦେଇଥିଲେ।ଏହି ଅବସରେ ସଭାପତି ଅଶୋକ କୁମାର ଦାସ,ସାଧାରଣ ସମ୍ପାଦକ ଚିନ୍ମୟ କୁମାର ଯୋଶୀ, କାର୍ଯ୍ୟକାରୀ ସଭାପତି ବିନୟ ଭୂଷଣ ବିଭାର...
ଉପସଭାପତି ଏସ ଜଗନ୍ନାଥ ରାଓ, ଦେବରାଜ ୟାଦବ, ସହ କୋଷାଧ୍ୟକ୍ଷ ତପନ ବେହେରା, ଭୁବନାନନ୍ଦ ମହାନ୍ତି , ସହ ସମ୍ପାଦକ ବିଷ୍ଣୁ ଜୁଏଡ, ଜଗମୋହନ ତାଣ୍ଡି,ଦେବାନନ୍ଦ ବାରିକ, ସାଂସ୍କୃତିକ ସମ୍ପାଦକ ଅମରେନ୍ଦ୍ର ବାଗ ଓ କାର୍ଯ୍ୟକାରୀ ସଦସ୍ୟ ଶିବାଶିଷ ନାଗ...
ମୁରଲୀ ବାରିକ, ଖଗପତି ବେହେରା , ରମେଶ ତାଣ୍ଡି , ପ୍ରତାପ ନାଗ , ଶ୍ୟାସୁନ୍ଦର ଗୁରୁ ,ସୁଚନ୍ଦ୍ର ପନିକା ସହ ସମସ୍ତ ସଦସ୍ୟ ଓ ପଦାଧିକାରୀ ଉପସ୍ଥିତ ଥିଲେ।
Edited by k.s thakur...



