ଶ୍ରୀ ଶ୍ରୀ ନୁରସିଂ ନାଥ ରେ ବାର୍ଷିକ ଶାମ୍ବ ଦଶମୀ ପୂଜା ଅନୁଷ୍ଠିତ...
ପାଇକମାଲ,୩୧/୧୨(ବିଜୟ କୁମାର ସାହୁ):ଶ୍ରୀ ଶ୍ରୀ ନୁରସିଂ ନାଥ ସ୍ଥିତ ବଡ଼ ଦେଓ ମଣ୍ଡପ ଠାରେ ବାର୍ଷିକ ଶା ମ୍ବ ଦଶମୀ ପୂଜା ବହୁ ଆଡମ୍ବର ରେ ପାଳିତ ହୋଇଯାଇଛି।
Ad..
ପ୍ରଥମେ ବଡ଼ ଦେଓ ମଣ୍ଡପ ରୁ ପଞ୍ଚ ବାଦ୍ୟ ସହ ଘଣ୍ଟ ଶଙ୍ଖ ହୋଳା ହୋଲିବଡ଼ ଦେଓ ଙ୍କ ଜୟ ଧୋନି ରେ ଖଣ୍ଡା ଧରି ନୁରସିଂ ନାଥ ଝରଣା କୁ ଯାଇ ଖଣ୍ଡା ଧୋଇ ୨୧ ଗୋଟି କଳସ ପୂର୍ଣ୍ଣ କରି ବଡ଼ ଦେଓ ମଣ୍ଡପ କୁ ପହଁଞ୍ଚି ଖଣ୍ଡା କୁ ସ୍ଥାପନ କରି ପୂଜା ହୋଇ ଥିଲା।
Ad..
ପୂଝରୀ ଆନନ୍ଦ ଧରୁଆ ପୂଜା କାର୍ଯ୍ୟ ତୁଲାଇ ଥିଲେ। ଏଥିରେ ଝାରବନ୍ଧ, ପଦ୍ମପୁର, ପାଇକମାଲ ବ୍ଲକ ରେ ଥିବା ଗୋଣ୍ଡ ସମାଜ କର୍ମ କର୍ତ୍ତା ମାନେ ଯୋଗ ଦେଇଥିଲେ।ଏଥିରେ ମଣ୍ଡପ ସଭାପତି ଶ୍ରୀ ଗଜ ରାଜ ସିଂ ପୁଟା, ଚିତ ରଞ୍ଜନ ପୋର ରେ, ଶୋଭା ରାମ ଧରୁଆ, ଜଗ ଦେବ ଧରୁଆ, ତ୍ରିନାଥ ଧରୁଆ, ଅମୃତ ଧରୁଆ...
Ad..
ଜୟ ସିଂଦାଉ, ଲଷ୍ମୀଚନ ସିଦାର, ସତା ର ମାଝୀ, ଲୋକ ନାଥ ଧରୁଆ, ଦୁର୍ଯ୍ୟୋଧନ ପୁଟା, ଧନୁ ମାଝୀ, ଶୁଭା ଧର ମାଝୀ, ଗୌରସନ ଧରୁଆ, ପବିତ୍ର ସିଦାର, ଅଜୟ ଧରୁଆ, ରାମେଶ୍ୱର ସିଦାର ବିରାଲାଲ ଧରୁଆ, ଶ୍ୟାମ ଧରୁଆ, ଖଗେଶ୍ୱର ଧ ରୁଆ,ହରିହର ଧରୁଆ,ଦିଲ୍ଲୀପ ଧରୁଆ, ସନ୍ତୋଷ ପୂଝlରୀ, ଚଇତୁ ଧରୁଆ, ପିରବାଈ ସିଦାର, ଶୁକମତି ଧରୁଆ, କୁନ୍ତଳା ଧରୁଆ ଙ୍କ ସହ ବହୁ ମହିଳାଓ ପୁରୁଷ ଯୋଗଦାନ କରିଥିଲେ।
Report : Bijay ku sahu
Edited by k.s thakur...
Tags:
bargarh news
latest news
latest update
nrusinghnath temple
odisha daily current affairs
odisha news
padamapur
paikamal




