ବରପାଲି ସାମ୍ବାଦିକ ସଂଘର ୩୯ ତମ ବାର୍ଷିକ ଉତ୍ସବ...

ବରପାଲି ସାମ୍ବାଦିକ ସଂଘର ୩୯ ତମ ବାର୍ଷିକ ଉତ୍ସବ...


ବରପାଲି,୦୮/୧୨ :ସାଂପ୍ରତିକ ପରିସ୍ଥିତିରେ ଗଣମାଧ୍ୟମ ର ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିଛି ବୋଲି ବରପାଲି ସାମ୍ବାଦିକ ସଂଘ ର ବାର୍ଷିକ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ମତ ପ୍ରକାଶ କରିଛନ୍ତି।

      Ad..


ବରପାଲି ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ସାମ୍ବାଦିକ ର ସଭାପତି ଚିତ୍ତ ରଂଜନ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବ ମୁଖ୍ୟ ଅତିଥି ଭାବରେ ବିଜେପୁର ବିଧାୟକ ସନତ ଗଡତିୟା...

Ad..


ପ୍ରାରମ୍ଭ ରେ ପ୍ରଭୁ ନାରଦ ଓ ମା ସମଲେଶ୍ଵରୀ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ସାମ୍ବାଦିକ ବାଲ କିଶୋର ଖାଡଙ୍ଗା ଅତିଥି ପରିଚୟ , ସାମ୍ବାଦିକ ପଦ୍ମ ଲୋଚନ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। 

ମଞ୍ଚ ସଞ୍ଚାଳନ କରିଥିଲେ ଆଶୁ ତୋଷ ରଥ, ନିବେଦିତା ସ୍ୱାଇଁ।ଏହି ଅବସରରେ ବରଗଡ଼ ଧନୁ ଯାତ୍ରା ର ସମ୍ପାଦକ ସୁରେଶ୍ଵର ଶତପଥୀ ଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗୀତା ର କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା । ସଭା ପରେ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।

ଆଜି ପୂର୍ବାହ୍ନ ରେ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ବରପାଲି ବ୍ଲକ ଅଧ୍ୟକ୍ଷା ରୀନା ଥଇତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ  ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପ୍ରତିଯୋଗୀତା କୁ ନିବେଦିତା ସ୍ୱାଇଁ ଓ ଅଶୋକ କୁମାର ପଣ୍ଡା ପରିଚାଳନା କରିଥିଲେ ।




Edited by k.s thakur...

Post a Comment

Previous Post Next Post