ଦାଦନ ଫେରନ୍ତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ...

ଦାଦନ ଫେରନ୍ତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ...


ରାୟଗଡା,୨୦/୧୧ : ରାୟଗଡା ଟାଉନ୍ ଥାନାରେ ଦାଦନ ଫେରନ୍ତା ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଗୋଟିଏ ମାମଲା ରୁଜୁ ହୋଇଛି।ପିଡୀତା ମହିଳା ଜଣକ କୋରାପୁଟ ଜିଲ୍ଲା କୁମ୍ଭାରିପୁଟ୍ ଅଞ୍ଚଳର ବୋଲି ଜଣା ପଡ଼ିଛି।

Ad..


ଗତ ମଙ୍ଗଳବାର ରାତିରେ ରାୟଗଡା ସହରର ରଇତକୋଲନୀ ଅଞ୍ଚଳରେ ବସଷ୍ଟେଣ୍ଡର ସୁଇପର ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଦୀପକ ନାଏକ ଥାନାରେ ଅଟକ ରଖିବା ସହ ପୀଡିତାଙ୍କ ଡାକ୍ତରିମାଇନା କରିଛି ପୁଲିସ।

        Ad..



Edited by k.s thakur...

Post a Comment

Previous Post Next Post