ଭାଲୁମୁଣ୍ଡା ରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କ ବିୟୋଗ ରେ ଶ୍ରଦ୍ଧାଞ୍ଜଳି ସଭା...

ଭାଲୁମୁଣ୍ଡା ରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କ ବିୟୋଗ ରେ ଶ୍ରଦ୍ଧାଞ୍ଜଳି ସଭା...


କଣ୍ଟାବାଞ୍ଜି,୨୩/୧୧ : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ଗ୍ରାମରେ ଓଁ ସାଇ ସନାତନ ସଂଗୀତ ବିଦ୍ୟାଳୟ ପକ୍ଷରୁ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କ ବିୟୋଗ ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।

       Ad..


ରାଜ୍ୟର ଜଣେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଥିବା ବେଳେ ତାଙ୍କର ଦେହାନ୍ତ ହେବା ପରେ କଳାକାର ମହଲ ରେ ଶୋକ ର ଛାୟା ଖେଳିଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ବ୍ରଜ ସାହୁ,ଗୁରୁ ଶ୍ରୀ ସତ୍ୟଦେବ ବନଛୋର... 

Ad..


କଣ୍ଠଶିଳ୍ପୀ ରାସବିହାରୀ ଘିଭେଳା, ଦୁର୍ଦ୍ଦକ୍ଷ ହଂସ, ଖଗେଶ୍ୱର ବାଗ,  ଯୋଗେଦ୍ର ହଂସ, ଜ୍ୟୋତିକ ବିଶି ହେମଲତା ଦାଶ, ଭୀଷ୍ମ ବଘେଲ,ଧର୍ମେନ୍ଦ୍ର ଦାଶ, ପ୍ରଶାନ୍ତ ଦାସ,ଦର୍ଲଭ ପୁଟେଲ,ବାଦ୍ୟଶିଳ୍ପୀ ଢଳେନ୍ଦର ବାରିକ...

Ad..


କମ୍ବୁପାଣି ପୋଢ଼, ମହୀପାଳ ଷଣ୍ଢ, ପୁସ୍ତମ ପୁଞ୍ଜି, ବିପିନ ପୋଢ଼,ଉପସ୍ଥାପକ ଅଶୋକ ବାରିକ ଙ୍କ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ।ଏଥିରେ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ହ୍ୟୁମାନ ଙ୍କ ଆତ୍ମା ର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ ।

Ad..



Edited by k.s thakur...

Post a Comment

Previous Post Next Post