କଣ୍ଟାବାଞ୍ଜି ଠାରେ ଚଳିତ ମାସ ର ମାସିକ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବୈଠକ ଅନୁଷ୍ଠିତ...

କଣ୍ଟାବାଞ୍ଜି ଠାରେ ଚଳିତ ମାସ ର ମାସିକ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବୈଠକ ଅନୁଷ୍ଠିତ...


କଣ୍ଟାବାଞ୍ଜି,୦୧/୧୧ : ସ୍ଥାନୀୟ ସରକାରୀ ରେଲୱେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଣ୍ଟାବାଞ୍ଜି ଠାରେ ଚଳିତ ମାସ ର ମାସିକ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି।

Ad..


ଉକ୍ତ ବୈଠକରେ କଣ୍ଟାବାଞ୍ଜି ସହର ର ସମସ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିନେଶ ମହାନନ୍ଦ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସ୍ଵାଗତ ଜଣାଇ ତାଲିମ୍ କୁ ଆରମ୍ଭ କରିଥିଲେ।

      Ad..


ସରକାରଙ୍କ ଦ୍ଵାରା ଚଳିତ ବର୍ଷ ସମସ୍ତ ସରକାରୀ ବିଦ୍ୟାଳୟ ରେ ପିଲାଙ୍କୁ ବହୁ ଶ୍ରେଣୀ ଶିକ୍ଷା ଦାନ କଲା ବେଳେ କି କୌଶଳ ଶିକ୍ଷକ ଅବଲମ୍ବନ କରିବେ ସେ ବିଷୟ ରେ ଆଲୋଚନ ହେଇ ଥିଲା ତତ୍ ସହିତ ନୂତନ ଶିକ୍ଷା ଅଧିକାରୀ ଅନୁଯାୟୀ ପିଲାଙ୍କ ସାମଗ୍ରିକ ମୂଲ୍ୟାୟନ କିପରି ହେବ ସେ ବିଷୟଗତ ଆଲୋଚନ ହେଇ ଥିଲା। 

Ad..


ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପଢ଼ିବା ଗଢ଼ିବା ଓଡିଶାଯାହା ମାର୍ଚ୍ଚ ୨୦୨୬ ପ୍ରଜନ୍ତ ପିଲାଙ୍କ ପଢିବା ଅଭ୍ୟାସ କୁ ବଢେଇବା ର ଅଭିନବ ପ୍ରୟାସ ଉପରେ ଆଲୋକ ପାତ୍ କରିଥିଲେ।ଆଜି କାର ତାଲିମ ରେ ପ୍ରଧାନ  ଶିକ୍ଷୟିତ୍ରୀ ସବିତା ମହାପାତ୍ର, ସ୍ଵର୍ଣ୍ଣ ଲତା ଦାସ ନିରୁପମା ମିଶ୍ର... 

Ad..


ସୁଭାଷିନୀ ମେହେର, ଅଞ୍ଜଳୀ ମାଝୀ, ସୁଜାତା ଧରୁଆ, ଯଶୋଦା ବିଡ଼ିକା ,ନମିତା ପାଣିଗ୍ରାହୀ , ଭାରତୀ ଦାସ,ସବିତା ପାଣିଗ୍ରାହି, ମୁକ୍ତା ବେଜ୍, ସୁନନ୍ଦା ପୁରୋହିତ,  ଭାରତୀ ସାହୁ, ସୁନୀତା ମେହେର, ଅଞ୍ଜଳି ନାୟକ...

Ad..


ସୁଜାତା ସାହୁ, ଅଞ୍ଜଳି ନାୟକ ପ୍ରତିଭା ବାରିକ, ଦିପା ନାୟକ, ଯୋଗ ଦେଇ ଥିବା ବେଳେ ଶିକ୍ଷକ ଲଳିତ ବିଶି  ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇଥିଲେ।



Edited by k.s thakur...

Post a Comment

Previous Post Next Post