ଶ୍ରୀମତୀ ସୁଜାତା ମାଝୀ ହେଲେ ଭାରତୀୟ କିସାନ ସଂଘ ର ଜିଲ୍ଲା ମହିଳା ସଂଯୋଜିକା ପ୍ରମୁଖ...
ବରଗଡ଼,୦୭/୧୧(ବିଜୟ କୁମାର ସାହୁ): ଭାରତୀୟ କିସାନ ସଂଘ ରେ ମହିଳା ସଂଗଠନ କୁ ସୁଦୃଢ କରିବାକୁ ରାଜ୍ୟ ସଭାପତି ଶ୍ରୀମୁଖ ପ୍ରଧାନ ଶ୍ରୀମତୀ ସୁଜାତା ମାଝୀ ଙ୍କୁ ବରଗଡ଼ ଜିଲ୍ଲା ଭାରତୀୟ କିସାନ ସଂଘ ର ମହିଳା ସଂଯୋଜିକା ରୂପେ ମନୋନୀତ କରିଛନ୍ତି ବୋଲି ଜିଲ୍ଲା ସଭାପତି ଶ୍ରୀ ପିତାମ୍ବର ସାହୁ ଜଣେଇଛନ୍ତି।
Ad..
ଶ୍ରୀମତୀ ମାଝୀ ଦୀର୍ଘ ଦିନରୁ ଭାରତୀୟ କିସାନ ସଂଘ ବରଗଡ଼ ଜିଲ୍ଲା ପାଇଁ ବିଭିନ୍ନ କାର୍ଯ୍ୟ କ୍ରମରେ ସକ୍ରିୟ ରହିବା ସହ କେନ୍ସର ଚିନ୍ହଟ ଶିବିରରେ ସକ୍ରିୟ ସହଯୋଗ ତଥା ଯୌତୁକ ବିରୁଦ୍ଧରେ ବିଭିନ୍ନ କାର୍ଯ୍ୟକ୍ରମ...
Ad..
ଜିଲ୍ଲାର ବରିଷ୍ଠଙ୍କ ପାଇଁ ଭାରତ ନିର୍ମାଣ ସଂଗଠନ ରେ ଆଜି ମଧ୍ୟ ସକ୍ରିୟତା ର ସହ କାର୍ଯ୍ୟ ରତ ରହି ସମାଜ ଜାଗରଣ ରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି।ଜିଲ୍ଲା କାର୍ଯ୍ୟ କାରିଣୀ ବୈଠକ ବରଗଡ଼ ଠାରେ ସଂଗଠନ ର କେନ୍ଦ୍ରୀୟ ସଦସ୍ୟ ଶ୍ରୀ କେଦାର ମିଶ୍ର ଙ୍କ ଉପସ୍ଥିତି ରେ...
Ad..
ରାଜ୍ୟ ସଭାପତି ଶ୍ରୀମୁଖ ପ୍ରଧାନ, ରାଜ୍ୟ ମହିଳା ପ୍ରମୁଖ ଶ୍ରୀମତୀ ସଂଘ ମିତ୍ରା ପଟେଲ ତାଙ୍କୁ ଉତ୍ତରୀୟ ପ୍ରଦାନ କରି ବରଗଡ଼ ଜିଲ୍ଳାରେ ସଂଗଠନ ବିସ୍ତାର ପାଇଁ ଶ୍ରୀମତୀ ମାଝୀ ଙ୍କ ଅବଦାନ କୃଷି, କୃଷକ...
Ad..
ସର୍ବୋପରି ମହିଳା ଚାଷୀ ଓ ମହିଳା ଶ୍ରମିକ ଙ୍କ ଆର୍ଥିକ ଉନ୍ନତି ସହ ସର୍ବୋପରି ମହିଳା ଚାଷୀ ଓ ମହିଳା ଶ୍ରମିକ ଙ୍କ ଆର୍ଥିକ ଉନ୍ନତି ରେ ସହାୟକ ହେବ ବୋଲି ସମ୍ପାଦକ ଶ୍ରୀ କବିରାଜ ସାହୁ ପ୍ରକାଶ କରିଛନ୍ତି।
Ad..
ତାଙ୍କର ଏହି ନିଯୁକ୍ତି ରେ ବରଗଡ଼ ର ମହିଳା ତଥା ଚାଷୀ ପରିବାର ରେ ଖୁସିର ଲହରୀ ଖେଳି ଯାଇଛି।
Edited by k.s thakur...






