ଜମୁଛି ନୂଆପଡ଼ା ଉପନିର୍ବାଚନ : ଲଖନା ପଞ୍ଚାୟତ ର ସମସ୍ତ ଗାଁ ଓ ସାହିରେ ଝାରସୁଗୁଡ଼ା ବିଧାୟକ ଟଙ୍କଧରଙ୍କ ପ୍ରଚାର...

ଜମୁଛି ନୂଆପଡ଼ା ଉପନିର୍ବାଚନ : ଲଖନା ପଞ୍ଚାୟତ ର ସମସ୍ତ ଗାଁ ଓ ସାହିରେ ଝାରସୁଗୁଡ଼ା ବିଧାୟକ ଟଙ୍କଧରଙ୍କ ପ୍ରଚାର...


ନୂଆପଡ଼ା,୦୮/୧୧(ବିଜୟ କୁମାର ସାହୁ):  ନୂଆପଡ଼ା ଉପନିର୍ବାଚନ ପାଇଁ ନୂଆପଡ଼ା ଜିଲ୍ଲା ର ଗାଁ ଠାରୁ ସହର ସବୁ ଚଳଚଞ୍ଚଳ ହୋଇଉଠିଥିବା ବେଳେ ତିନି ପ୍ରମୁଖ ଦଳ ଙ୍କ  କସରତ ଉପ ନିର୍ବାଚନ ର ତାତି ବଢ଼ାଉଛି।

Ad..


ଉପ ନିର୍ବାଚନ ମତଦାନ କୁ ଆଉ ମାତ୍ର ଦୁଇଦିନ ବାକି ଥିବା ବେଳେ ଲଖନା ପଞ୍ଚାୟତ ର ଲଖନା,କୁକୁରୀମୁଣ୍ଡା,କୁସୁମପରା,ସାରସମାଲ,ଡେଡେଙ୍ଗା, ମେଣ୍ଢାଟାଲ,କଣ୍ଟାପଡ଼ା,ମୁର୍ରୀବାହାଲି,ଡଙ୍ଗର ପଡା ପ୍ରମୁଖ ଗାଁ ର ବିଭିନ୍ନ ସାହିରେ ଲଖନା ପଞ୍ଚାୟତ ଦାୟିତ୍ଵ ରେ ଥିବା...

Ad..


ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ଭୋଟ ପ୍ରଚାର ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ପାଇଁ ସହାୟକ ହେବାରେ ଲାଗିଛି। ଗାଁ ଗାଁ ରେ ଉପନିର୍ବାଚନ ସଭାମାନ କରି ଡବଲ ଇଞ୍ଜିନ ର ଜନହିତକାରୀ ବିକାଶ କାମପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବା ପାଇଁ ଅନୁରୋଧ କରାଯାଉଛି। 

Ad..


ଲଖନା ପଞ୍ଚାୟତ ର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ସଭା ଓ ଗାଁ ପ୍ରଚାର ସମୟରେ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ, ସିନେ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଉଚ୍ଚ ଶିକ୍ଷା ଓ କ୍ରିଡ଼ା, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ...

Ad..


ଆଦିବାସୀ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ବଲାଙ୍ଗୀର ସାଂସଦ ତଥା ପାଟଣା ମହାରାଣୀ ସଂଗୀତା ସିଂ ଦେଓ, ଓଡ଼ିଶା ଅଲମ୍ପିକ୍ସ ସଭାପତି ସମୀର ମହାନ୍ତି, ସାଂସଦ ଯାଜପୁର ରବିନାରାୟଣ ବେହେରା ପ୍ରମୁଖ ଯୋଗଦାନ ଦେଇ ନିର୍ବାଚନ ପ୍ରଚାର ରେ ସାମିଲ ହୋଇଛନ୍ତି।

Ad..





Report : Bijay ku sahu

Edited by k.s thakur...

Post a Comment

Previous Post Next Post