କଣ୍ଟାବାଞ୍ଜିରେ ଚେସ୍ ଏସୋସିଏସନ୍ ପକ୍ଷରୁ ଚେସ୍ ଟୁର୍ଣ୍ଣାମେଂଟର ଆୟୋଜନ...
(ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରୁ ସାମିଲ ହେଲେ ୧୦୨ ପ୍ରତିଯୋଗି)
କଣ୍ଟାବାଞ୍ଜି,୨୯/୧୧ : ସ୍ଥାନୀୟ ଜିଆର ପେଲେସ ଠାରେ ଦୁଇ ଦିନିଆ ୫ମ ଚେସ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଛି । ପ୍ରଥମ ଦିନ ଆଜି ଉଦଘାଟନ ଉତ୍ସବରେ ମୂଖ୍ୟ ଆରବିଟର ଆଇଏ ଭବେଶ ମହାନ୍ତି...
Ad..
ଡେ଼ପୁଟି ଚିପ ଆରବିଟର ଏଫଏ ବିଘ୍ନେସର ଯୋଶୀ, ଆରବିଟର ଏସଏନଏ କ୍ଷୀରୋଦ କୁମାର ଦଳାଇ ସଭାପତି ଦେବେନ୍ଦ୍ର ଯୋଶୀ, ସମ୍ପାଦକ ମଛିନ୍ଦ୍ର ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ରହି ଆଜିର ଏହି ଚେସ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ।
Ad..
ଏହି ଟୁର୍ଣ୍ଣାମେଣ୍ଟରେ ପଶ୍ଚିମ ଓଡିଶାର ଅନେକ ଚେସ ପ୍ରେମୀ ଯୋଗ ଦେଇଥିବା ବେଳେ ବଲାଙ୍ଗୀର ଜିଲ୍ଲା ସହ ବରଗଡ଼, କଳାହାଣ୍ଡି, ନୂଆପଡା , ଝାରସୁଗୁଡା ଭଳି ଜିଲ୍ଲା ରୁ ଖେଳାଳି ମାନେ ସାମିଲ ରହିଥିଲେ।
Ad..
୪ଟି ରାଉଣ୍ଡରେ ୧୦୨ ଜଣ ଖେଳାଳି ପ୍ରଥମ ଦିନରେ ଯୋଗ ଦେଇ ଖେଳିଛନ୍ତି।ତେବେ ଆସନ୍ତା କାଲି ମଧ୍ୟ ଖେଳାଳି ମାନେ ଚେସ ଖେଳିବା ପରେ ଏଥିରେ କୃତି ହୋଇଥିବା ବିଭିନ୍ନ ଗ୍ରୁପର ଖେଳାଳି ମାନଙ୍କୁ ମାନ ପତ୍ର ଓ ଟ୍ରଫି ଦିଆଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।
Ad..
ଚେସ ଏସୋସିଏସନ ର ସମସ୍ତ କର୍ମକର୍ତ୍ତା ଏଥିରେ ସାମିଲ ରହି ସହଯୋଗ କରୁଛନ୍ତି। ଏଥିରେ କଂଟାବାଞ୍ଜି ଚେସ୍ ଏସୋସିଏସନର ସଭାପତି ଦେବେନ୍ଦ୍ର ଯୋଶୀ, ସଂପାଦକ ମଛିନ୍ଦ୍ର ନାରାୟଣ ବେହେରା, କାର୍ଯ୍ୟକାରୀ ସଭାପତି ଦେବ କୁମାର ମହାନ୍ତି...
ମୁଖ୍ୟ ଉପଦେଷ୍ଟା ସୁକଦେବ ମହାନ୍ତି, ଉପ ଉପଦେଷ୍ଟା ଚିନ୍ମୟ କୁମାର ଯୋଷୀ, କୋଷାଧକ୍ଷ ପ୍ରଶାନ୍ତ କୁମାର ପାଢୀ, ଉପସଭାପତି ବିନୟ କୁମାର ବେହେରା, ବିକାଶ ମେହେର, ସହ ସଂପାଦକ ଭବାନୀ ପ୍ରସାଦ ମେହେର, ନବୀନ ଦୀପ, ଉପଦେଷ୍ଟା କମିଟିର ସଦସ୍ୟ ଧର୍ମୁ ବାଗ...
ଅରବିନ୍ଦ ଚନ୍ଦନ, ଗଣେଶ ଚିନାଗୁଣ, ତନ୍ମୟ ଦାସ, ପ୍ରିତିଶ ମହାନ୍ତି ରହିଥିବା ବେଲେ ଅରୁନ ମହାର, କୁନୁ ଚନ୍ଦନ, ସୁକ୍ରୁ ପୁଟେଲ, ପିଂଟୁ ସୁନା, ଶିବ ଦାସ, ଆଇନ ପରାମର୍ଶ ଦାତା ବିବେକ ଶର୍ମା, ମିଡିଆ ମ୍ୟାନେଜର ଭାବେ ସାମ୍ୱାଦିକ ପୁଷ୍ପକେତୁ ବେହେରା ରହି ସହଯୋଗ କରୁଛନ୍ତି।
Edited by k.s thakur...
Tags:
chess association
chess tournament
kantabanji
latest news
latest update
odisha daily current affairs
odisha news





