ଭାଲୁମୁଣ୍ଡା ଶିଶୁମନ୍ଦିର ବାର୍ଷିକ ଉତ୍ସବ ଅନୁଷ୍ଠିତ...

ଭାଲୁମୁଣ୍ଡା ଶିଶୁମନ୍ଦିର ବାର୍ଷିକ ଉତ୍ସବ ଅନୁଷ୍ଠିତ...


କଣ୍ଟାବାଞ୍ଜି,୩୦/୧୧ : ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଠାରେ ଦୁଇ ଦିନିଆ ବାର୍ଷିକ ଉତ୍ସବ ଆଜି ଉଦଯାପିତ ହୋଇଯାଇଛି। 

Ad..


ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରଦୀପ ମେହେର , ସମ୍ମାନୀୟ ଅତିଥି ଭାବେ ପରିଚାଲନା କମିଟି ଉପସଭାପତି ରାଧେଶ୍ୟାମ ମେହେର, ପ୍ରଧାନ ଗୁରୁଜୀ ସିର୍ଦ୍ଧାତ ପାଣିଗ୍ରାହୀ ମଞ୍ଚାସିନ ଥିଲେ। 

        Ad..


ପ୍ରଧାନ ଗୁରୁଜୀ ମଞ୍ଚ ପରିଚାଲନା କରିଥିବା ବେଳେ ଜଗନ୍ନାଥ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଥମ ,ଦ୍ୱତୀୟ, ତୃତୀୟ ସ୍ଥାନ ଅଧିକାର ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି କ୍ରୀଡା ଉଦଯାପିତ ରେ ସମସ୍ତ ଗୁରୁଜୀ ଗୁରୁମା ସାହାଯ୍ୟ କରିଥିଲେ।

Ad..






Edited by k.s thakur...

Post a Comment

Previous Post Next Post