ବରଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ୧୯୭୬ ବ୍ୟାଚ ଆଲୁମୁନି ସଦସ୍ୟାଙ୍କ ବୈଠକ...

ବରଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ୧୯୭୬ ବ୍ୟାଚ ଆଲୁମୁନି ସଦସ୍ୟାଙ୍କ ବୈଠକ...


ବରଗଡ଼,୩୦/୧୧ ବରଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ୧୯୭୬ ମ୍ୟାଟ୍ରିକ ବ୍ୟାଚ୍ ଆଳୁମୁନି ସଦସ୍ୟାଙ୍କ ଭଟଲି ଶ୍ୟାମ ମନ୍ଦିର ପରିସର ରେ ଏକ ବୈଠକ ଅନୁଷ୍ଟିତ ହୋଇ ଯାଇଛି।

     Ad..


ଏହି ଅବସରରେ ପୂର୍ବତନ ଛାତ୍ରୀ ମାନେ ସ୍କୁଲ ଜୀବନ ର ନିଜ ନିଜ ର ସ୍ମୃତି ଚାରଣ କରିଥିବା ବେଳେ ବିଦ୍ୟାଳୟ ର ଉନ୍ନତି ପାଇଁ ସମସ୍ତେ ମିଳି ମିଶି ସହଯୋଗ କରିବା ପାଇଁ ନିଷ୍ପତ୍ତି ଗୃହୀତ ହୋଇଥିଲା।

        Ad..


ଏହି ଅବସରରେ ପୂର୍ବତନ ଛାତ୍ରୀ ତଥା ବଲାଙ୍ଗୀର ମହିଳା ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ଅଧ୍ୟକ୍ଷା ସୁଷମା ନାଏକ,ସୋହେଲା ବାଳିକା ଉଚ୍ଚ ବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମିନୀ ସାହୁ,ସୁନନ୍ଦା ମିଶ୍ର...

Ad..


ସୌଦାମିନୀ ଦାଶ,ମଞ୍ଜରୀ ମହାପାତ୍ର,ବୀଣା ପାଣି ଆଚାର୍ଯ୍ୟ,ବାସନ୍ତୀ ଦାଶ ସୁଜାତା ଦାଶ,ନଳିନୀ ତ୍ରିପାଠୀ,ଅଧୀନା ନାୟକ,ବିଜୟ ଲକ୍ଷ୍ମୀ ଦୋରା,ଗୀତା ସାହୁ,ବିଜୟ ଲକ୍ଷ୍ମୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ପରସ୍ପର କୁ ଭେଟିବା ସହିତ ଛାତ୍ରୀ ଜୀବନ ର ସ୍ମୃତି ଚାରଣ କରିଥିଲେ।ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ମୀନା ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Ad..





Report : Bijay ku sahu 

Edited by k.s thakur...

Post a Comment

Previous Post Next Post