ବଲାଙ୍ଗିର ଓଷ୍ଟା ଜୋନର ସାମ୍ବିଧାନିକ ସମ୍ମିଳନୀ...
ବଲାଙ୍ଗିର,୦୯/୧୧ : ଭଗବାନ ବିଦ୍ୟାମନ୍ଦିର ଖୁଜେନପାଲି ଠାରେ ବଲାଙ୍ଗିର ଜୋନର ସାଂଗଠାନିକ ସମ୍ମିଳନୀ ସଭାପତି ସୁରେଶ ଷଡଙ୍ଗୀଙ୍କ ସଭାପତି ସୁରେଶ ଷଡଙ୍ଗି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।
Ad..
ଉକ୍ତ ସଭାରେ ରାଜ୍ୟ ଉପ- ସଭାପତି ସୁଧିର କୁମାର ନାଏକ, ରାଜ୍ୟ ସଂପାଦିକା ରଂଜିତା ମିଶ୍ର, ଜିଲ୍ଲା ସଭାପତି ପ୍ରଦୀପ କୁମାର ପଟେଲ, କାର୍ଯ୍ୟକାରୀ ସଭାପତି ଅନିଲ କୁମାର ସାହୁ, ଜିଲ୍ଲା ସଂପାଦକ ଶଙ୍କର ପ୍ରସାଦ ମିଶ୍ର, ଜିଲ୍ଲା ଯୁଗ୍ମ ସଂପାଦକ ଶୁଭେନ୍ଦ୍ର କୁମାର ମହାନ୍ତି...
Ad..
ଜିଲ୍ଲା-ଉପସଭାପତି ପ୍ରଣତି ପାଣିଗ୍ରାହୀ, କାର୍ଯ୍ୟକାରୀ ସଦସ୍ୟା ପଦ୍ମାଳୟ ତ୍ରିପାଠି ଓ ପର୍ଯ୍ୟବେକ୍ଷକ ଭାବରେ ସଇଁନ୍ତଲା ବ୍ଲକ ସଂପାଦକ ମନୋଜ କୁମାର ବେହେରା ଓ ପାଟଣାଗଡ ବ୍ଲକ ସଂପାଦକ ସଂଜିବ ହୋତା ଉପସ୍ଥିତି ସାଂଗଠନିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲେ।
Ad..
ଏହି ସମ୍ମିଳନୀରେ ବଲାଙ୍ଗିର ଜୋନ ର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।ସଭାପତି ଭାବରେ ସୁରେଶ କୁମାର ଷଡଙ୍ଗି, ଉପ-ସଭାପତି ଜଗନ୍ନାଥ ସାହୁ ଓ ସଂଜୁଲତା ମିଶ୍ର, ସଂପାଦକ ସଂଜୟ କୁମାର ତ୍ରିପାଠି, ଯୁଗ୍ମ ସଂପାଦକ ସରୋଜ କୁମାର ମାଝି ଓ ସାଧନା ସ୍ୱାଇଁ...
Ad..
ଜିଲ୍ଲା କାର୍ଯ୍ୟକାରୀ ସଭ୍ୟ ରଂଜନ କୁମାର ଆଚାର୍ଯ୍ୟ, ସରୋଜ କୁମାର ସାହୁ, ଲଲାଟ କେଶରୀ ପ୍ରଧାନ ଓ ସର୍ଜନ କୁମାର ପଟେଲ, ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ରୂପେ ସୁଧାନିଧି ମିଶ୍ର, ଇନ୍ଦ୍ରମଣି ସାହୁ, କୃଷ୍ଣଚନ୍ଦ୍ର ମିଶ୍ର ଓ ହରେକୃଷ୍ଣ ପୋଢ ମନୋନିତ ହୋଇଥିଲେ। ଶେଷରେ ସୁରେନ୍ଦ୍ର କୁମାର ନାଥ ଧନ୍ୟବାଦ ପ୍ରଦାନ କରିଥିଲେ।
Ad..
Edited by k.s thakur...
Tags:
balangir
bolangir daily current affairs
latest news
latest update
odisha daily current affairs
odisha news






