ବିଜୟଲକ୍ଷ୍ମୀ ଦାଶଙ୍କୁ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ...
ବରଗଡ଼/ବଲାଙ୍ଗୀର,୦୭/୧୦ (ବିଜୟ କୁମାର ସାହୁ) : ବରଗଡ଼ ଜିଲ୍ଲା ସୋହେଲାର ପ୍ରସିଦ୍ଧ ସୋହେଲା ଦୂର୍ଗା ପୂଜା ଅବସରରେ ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ପାଦକ ପ୍ରମୋଦ ଚନ୍ଦ୍ର ଦେବତାଙ୍କ ଆବାହକତ୍ବରେ...
Ad..
ସଭାପତି ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତାଙ୍କ ସଭାପତିତ୍ବରେ ଡ଼. ତୁଷାର କାନ୍ତ ସାହୁଙ୍କ ସଂଯୋଜନାରେ ଅନେକ ବିଶିଷ୍ଟ ଅତିଥିଙ୍କ ଉପସ୍ଥିତିରେ ପୂଜା କମିଟି କାର୍ଯ୍ୟକାରୀ ସଭାପତି...
Ad..
ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଅନେକ ଓଡ଼ିଶାରେ ରେକର୍ଡୀଙ୍ଗର ସୁବିଧା ନଥିବା ସମୟରେ ଓଡ଼ିଶା ବାହାରେ ଏଲ ପି ରେକର୍ଡ,ଇ ପି ରେକର୍ଡ ଅଡିଓ କେସେଟ, ଆକାଶବାଣୀ, ଦୂରଦର୍ଶନରେ,ନାବକେଲି,ଭାଏଯିଉତିଆ...
Ad..
ଭୂତକେଲି, ଓଡ଼ିଶାରେ ସୁବିଧା ହେବାପରେ ଚଳଚ୍ଚିତ୍ର ଭୂଖା, ମୁଇଁ ନାଇଁ ମରେଁ ର ମନଭାଙ୍ଗି ଭୂମିକାରେ ଅଭିନୟ କରି କଣ୍ଠଦାନ ସମେତ ଅନେକ ରେକର୍ଡ ରେ ଅଭିନୟ ଏବଂ କଣ୍ଠ ଦାନ କରିଥିବା ଗୁରୁ ଭଗବାନ ସାହୁଙ୍କ ସଂସ୍ପର୍ଶରେ ଆସିବା ସହ କେତେକ...
Ad..
ମଞ୍ଚରେ ଗୁରୁ ଭଗବାନ ସାହୁଙ୍କ ହାତରୁ ସମ୍ମାନିତ ହୋଇଥିବା ରେକର୍ଡ ସଂଖ୍ୟକ ୮୫୦ ଟି ଗୀତର ଅବହେଳିତ ଗାୟିକା ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ର ପ୍ରସିଦ୍ଧ ଗାୟିକା ବିଜୟଲକ୍ଷ୍ମୀ ଦାଶଙ୍କୁ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ ପ୍ରଦାନ କରିଥିଲେ।
Ad..
କାର୍ଯ୍ୟକ୍ରମରେ ଅନେକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ପାଇବେ ଗୁରୁ ଭଗବାନ ସାହୁ ସମ୍ମାନ, ବିଜୟଲକ୍ଷ୍ମୀ ଦାଶଙ୍କ ଦ୍ବାରା ଭୂଖା ଚଳଚ୍ଚିତ୍ରର ଫଟାଇ ଖାଇଲି ବେଲ କୁକିଲରେ ପୂଜା କମିଟି, ଅତିଥି ଗଣ ଏବଂ ଦର୍ଶକ ଭରପୂର ମଜା ନେଇଥିଲେ।
Ad..
Report : Bijay ku sahu
Edited by k.s thakur...
Tags:
Bargarh
bargarh news
bolangir
latest news
latest update
odisha daily current affairs
odisha news







