ନିଗମାନନ୍ଦ ବିହାରରେ ସୁନ୍ଦରାକାଣ୍ଡ ପାରାୟଣ ଉଦଯାପିତ...

ନିଗମାନନ୍ଦ ବିହାରରେ ସୁନ୍ଦରାକାଣ୍ଡ ପାରାୟଣ ଉଦଯାପିତ...


ବରଗଡ଼,୦୭/୧୦ (ବିଜୟ କୁମାର ସାହୁ) : ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ସ୍ଥାନୀୟ  ବରିଷ୍ଠ ନାଗରିକ ସଂଘ ଆନୁକୁଲ୍ୟରେ ସୁନ୍ଦରାକାଣ୍ଡ ପାରାୟଣ ଉଦଯାପିତ ହୋଇ ଯାଇଛି ।

Ad..


କଥା ବ୍ୟାସ ବିବେକାନନ୍ଦ ବହିଦାର ଙ୍କ ପୌରୋହିତ୍ୟ ରେ ଶେଖର ବହିଦାର ଓ ତାଙ୍କ ଧର୍ମ ପତ୍ନୀ କର୍ତ୍ତା ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ଏହି ଅବସର ରେ କଣ୍ଠ ଶିଳ୍ପୀ ଯାମିନି କାନ୍ତ ବାରିକ ,ଚନ୍ଦ୍ର ଶେଖର କମ୍ପ,ପଣ୍ଡିତ ସନ୍ତୋଷ ପଣ୍ଡା,ଅଶୋକ ସାହୁ...

        Ad..


ଜ୍ୟୋତ୍ସ୍ନା ରାଣୀ ପ୍ରଧାନ,ପ୍ରମୁଖ ଯୋଗ ଦେଇ ଭଜନ ଗାନ କରିଥିଲେ ।କଥା ବ୍ୟାସ ବିବେକାନନ୍ଦ ବହିଦାର ,ମଣିଷ ର ଭଗବାନ ଙ୍କ ପ୍ରତି ସମର୍ପଣ ଭାବ ଓ ଭକ୍ତି ସମ୍ବନ୍ଧ ରେ ପ୍ରବଚନ ଦେଇଥିବା ବେଳେ ଶିକ୍ଷକ...

   Ad..


ଗୋପବନ୍ଧୁ ପୁରୋହିତ ଦୁର୍ଲଭ ମଣିଷ ଜନ୍ମ ଓ ମଣିଷ ର ସାମାଜିକ କର୍ତ୍ତବ୍ୟ ବିଷୟରେ ଅବଗତ କରାଇଥିଲେ ।ଏହି ଅବସର ରେ ବିଶିଷ୍ଟ କଣ୍ଠ ଶିଳ୍ପୀ ଯାମିନି କାନ୍ତ ବାରିକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Ad..


କାର୍ଯ୍ୟକ୍ରମ ପରିଚାଳନା ରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଟିକେଲାଲ ପ୍ରଧାନ,ବୀରବର ସାହୁ,ଅର୍ଜୁନ ମହାପାତ୍ର,ଡୋଳା ମଣି ବିଶି, କ୍ଷିରୋଦ ଜେନା ,ଲକ୍ଷ୍ମୀଧର ଦିଶ୍ରି,ଶିବ ପାଢ଼ୀ ଜଗବନ୍ଧୁ ନାଏକ...

Ad..


ଦଇତାରୀ ସାହୁ,ଅଶୋକ ହୋତା ସୁରେଶ ବାରିକ,ଉନ୍ନୟନ କମିଟି ସଭାପତି ସଦାଶିବ ସାହୁ,ସମ୍ପାଦକ ଟିକେଲାଲ ନାଏକ ଉପ ସଭାପତି ଅର୍ଜୁନ ସେଟ୍ କୀର୍ତ୍ତନ ପରିଷଦ ଅଧ୍ୟକ୍ଷ ବାଙ୍କା ବିହାରି ସାହୁ ପ୍ରଦୀପ ସାହୁ ,ଟଙ୍କଧର ପ୍ରଧାନ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

Ad..





Report : Bijay ku sahu

Edited by k.s thakur...

Post a Comment

Previous Post Next Post