ଦାବ୍ରି ଗ୍ରାମରେ ଜୟ ମାଁ ଦ୍ୱାରଶନି ୟୁଥ୍ କ୍ଳବ୍ ର ସଦସ୍ୟ ମାନଙ୍କ ଦ୍ଵାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ...
କଣ୍ଟାବାଞ୍ଜି,୧୩/୧୦ : ତୁରେକେଲା ବ୍ଲକ ଅନ୍ତର୍ଗତ ଦାବ୍ରି ଗ୍ରାମରେ ଜୟ ମାଁ ଦ୍ୱାରଶନି ୟୁଥ୍ କ୍ଳବ୍ ର ସଦସ୍ୟ ମାନଙ୍କ ଦ୍ଵାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Ad..
ସଭାପତି ରାଜୁ ଛତ୍ରିଆଙ୍କ ତତ୍ତ୍ୱାବଧାନରେ କ୍ଲବ ଘର ଆଖ ପାଖ ରେ ଥିବା ଖାଲି ଜାଗା ମାନଙ୍କ ରେ ଚାରା ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଗ୍ରାମର ଅନେକ ଭଦ୍ର ବ୍ୟକ୍ତି ଉପସ୍ଥିତ ରହି ଚାରା ରୋପଣ କାର୍ଯ୍ୟ ରେ ସହଯୋଗ କରିଥିଲେ।
Ad..
କ୍ଲବ ର ସଦସ୍ୟ ମାନଙ୍କ ମଧ୍ୟରେ ସଭାପତି ରାଜୁ ଛତ୍ରିଆ , ସଂପାଦକ ନନ୍ଦୀ କିଶୋର ଚନ୍ଦନ , ଉପ ସଭାପତି ବୈକୁଣ୍ଠ କୂଅର , ସହ ସଂପାଦକ ନନ୍ଦୀ ରାଜ ମଲ୍ଳୀକ, କ୍ଲବ୍ ଘର୍ ଦାୟିତ୍ଵ ବିଶ୍ୟନାଥ ନାଗ , ଲାଏବ୍ରେନ ଦୁଃଖନାଶନ ମଲ୍ଲିକ...
Ad..
କ୍ଲବ୍ ସହଯୋଗୀ ପ୍ରତାପ ଚନ୍ଦ୍ର କୁଅର , ରୁକ୍ଷ କର୍ତ୍ତା ଚନ୍ଦନ, ନବୀନ ଭୋଏ , ଏକଟିପ୍ ମେମ୍ବର ବିଷ୍ଣୁ ଗହିର , ଲଛମନ କୁଅର , କ୍ରୀଷ୍ଣା ମିଶ୍ର , ପ୍ରଧୁମ୍ ନିଆଲ , ରୁରେନ୍ଦ୍ର ସୁନା ପ୍ରମୁଖ ଉପସ୍ଥିତ ଥିଲେ।
Ad..
ଗାଁର ଗୋଚର୍ ଜାଗା , ତୁରେକେଲା ଯିବାର ରାସ୍ତା ସାଇଟ୍ , ୨ ଟି ଅଙ୍ଗନୱାଡି ସେଣ୍ଟର୍ ,କ୍ଲବ୍ ଘର୍ ପାଖରେ ୧୦୦ ଟି ରୁ ଉର୍ଦ୍ଧ୍ବ ଗଛ ଲଗାଯାଇଛି।
Edited by k.s thakur...
Tags:
dabdri
kantabanji
latest news
latest update
odisha daily current affairs
odisha news
tree plantation





