ଭିଜିଲାନସ୍ ଏସପି ସ୍ବର୍ଗୀୟ ସତ୍ୟବାନ ମହାନନ୍ଦଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ...

ଭିଜିଲାନସ୍ ଏସପି ସ୍ବର୍ଗୀୟ ସତ୍ୟବାନ ମହାନନ୍ଦଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ...


କଣ୍ଟାବାଞ୍ଜି,୧୪/୧୦ : ସ୍ବର୍ଗୀୟ ସତ୍ୟବାନ ମହାନନ୍ଦ (ଭିଜିଲାନସ୍ ଏସପି)ଙ୍କ ଅକାଳ ବିୟୋଗ ସକାଶେ ଲକ୍ଷେଘର ଗଣ୍ଡା ସମାଜ କଣ୍ଟାବାଞ୍ଜି ନୂଆପଡା ପକ୍ଷରୁ ସଭାପତି ଦୁଃଖିଶ୍ୟାମ ରାଏ ଙ୍କ ସଭାପତିତ୍ଵ ରେ ତାଙ୍କର ଅମର ଆତ୍ମାର ସତ୍ ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା।

Ad..


ସମାଜ ପ୍ରତି ତାଙ୍କର ଅତୁଲ୍ୟ ଅବଦାନ ରହିଛି ବୋଲି ବ୍ୟକ୍ତି ବିଶେଷ ନିଜ ଅଭିଭାଷଣରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ସଭାରେ ଅମୁଲ୍ୟ ନାଗ, ରାଜେନ୍ଦ୍ର ଜାଲ, ସତ୍ୟନାରାୟଣ ରାଏ, ଅମରେନ୍ଦ୍ର ତାଣ୍ଡି, କୃଷିକ ଜାଲ, ଲଳିତ ନାଗ, ରତନ ବାଗ ସହ ସମାଜର ସମସ୍ତ ସଭ୍ୟ ଓ ଭଦ୍ର ବ୍ୟକ୍ତି  ଉପସ୍ଥିତ ଥିଲେ।

       Ad..




Edited by k.s thakur...

Post a Comment

Previous Post Next Post