ପାର୍ବଣ ଉତ୍ସବ"ଦଶରା" ଉଦଯାପିତ...

ପାର୍ବଣ ଉତ୍ସବ"ଦଶରା" ଉଦଯାପିତ...


ମୁରିବାହାଲ,୦୪/୧୦ : ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମ ଠାରେ ୪୯ ତମ ସାର୍ବଜନୀନ ଦୁର୍ଗାପୂଜା ପାଳନ ଅବସରରେ ଆୟୋଜିତ ପାର୍ବଣ ଉତ୍ସବ"ଦଶରା"ଉଦଯାପିତ ହୋଇଯାଇଛି।

Ad..


କମିଟିର ସଭାପତି ଅକ୍ଷୟ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂଜାକର୍ତ୍ତା ମହିଧର ଭୋଇ,ସମ୍ମାନିତ ଅତିଥି କାର୍ଯ୍ୟକାରୀ ସଭାପତି ମିନିକେତନ ସାହୁ,ଉପ ସଭାପତି ଧନସିଂ ବାଗ...

Ad..


କୋଷାଧ୍ୟକ୍ଷ ଗୋରେଖ ଭୋଇ, ସାଂସ୍କୃତିକ ସମ୍ପାଦକ ତରଣୀସେନ ସାହୁ,ବିନୋଦ ବିହାରୀ ସାହୁ,ସାମ୍ବାଦିକ ଅଶୋକ ନାରାୟଣ ଭୋଇ ପ୍ରମୁଖ ମଞ୍ଚାସିନ ଥିଲେ। ସମ୍ପାଦକ ଭକ୍ତବନ୍ଧୁ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

    Ad..


ଦୂର୍ଗାପୂଜା ମାଧ୍ୟମରେ ମାତୃଶକ୍ତିର ଉପାସନା ସହ ଗ୍ରାମ୍ୟ,କଳା,ସଂସ୍କୃତି,ପରମ୍ପରାକୁ ଉଜ୍ଜୀବିତ କରାଯାଉଛି।ଗ୍ରାମରେ ଏକତା,ଭାଇଚାରା ବୃଦ୍ଧି ପାଉଛି ବୋଲି ମତବ୍ୟକ୍ତ କରିଥିଲେ ।

Ad..


ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କୁ "ଗାଁ ମାଟି ଗୌରବ ସମ୍ମାନ"ରେ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ଝିଅ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Ad..


ମାଁ ଦୁର୍ଗା ଙ୍କ ପୂଜାରେ ପୂଜା କର୍ତା ଭାବେ ମହିଧର ଭୋଇ,ଓ ତାଙ୍କ ସହଧର୍ମିଣୀ କମଳିନୀ ଭୋଇ,ପୂଜକ ଭାବେ ଶେଷଦେଵ ନନ୍ଦ ଦାୟିତ୍ୱ ତୁଲାଇଥିଲେ ।ଗୋରେଖ ଭୋଇ,ମିନିକେତନ ସାହୁ,କୈଳାସ ସାହୁ,ବିନୋଦ ସାହୁ,ରୋହିତ ଭୋଇ,ଯୁବରାଜ ଭୋଇ,ଲଳିତ ମୋହନ ଭୋଇ, ଓମ ପ୍ରକାଶ ସାହୁ ପୂଜାର୍ଚନା ରେ ସହଯୋଗ କରିଥିଲେ। 

Ad..


ସହ ସମ୍ପାଦକ ଚିତ୍ତରଞ୍ଜନ ସାହୁ,କମିଟି ସଦସ୍ୟ ଇନ୍ଦ୍ରମଣି ମାଝୀ, ଅମିତ ରଣା, ସୋମନାଥ ସାହୁ,କମ୍ବୁ ସାହୁ,ବାବୁନା ସାହୁ,ଲବ ନାଏକ,ମଣ୍ଟୁ ନାଏକ,ରମେଶ ସାହୁ,ମହେନ୍ଦ୍ର ସାହୁ,ଋପେଶ ସାହୁ,ଗୋବିନ୍ଦ ସାହୁ...

ଜିତେନ୍ଦ୍ର ବାଗ,ଫକୀର ସାହୁ,ରିବୁଲ ସାହୁ,ରତନ ଭୋଇ,ସୁଦାମ ସାହୁ,ତିର ଭୋଇ,ବେଲାର ଭୋଇ,ରାଜୀବ ଭୋଇ ଙ୍କ ସହ ଗ୍ରାମବାସୀ ସହଯୋଗ କରିଥିଲେ।




Edited by k.s thakur...

Post a Comment

Previous Post Next Post