ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟରେ ଆଜି ପୋଷଣ ମାସ ୨୦୨୫ ଅନୁଷ୍ଠିତ...

ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟରେ ଆଜି ପୋଷଣ ମାସ ୨୦୨୫ ଅନୁଷ୍ଠିତ...


ବରଗଡ଼,୧୭/୧୦ (ବିଜୟ କୁମାର ସାହୁ): ସ୍ଥାନୀୟ ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ରେ ସଂଯୋଜିକା  ଶ୍ରୀମତୀ ନମିତା ବିଶିଙ୍କ ସବାପତିତ୍ବରେ ପୋଷଣ ମାସ ୨୦୨୫ ଅନୁଷ୍ଠିତ ହୋଇଯାଇଅଛି ।

Ad..


ଏଥିରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ଡକ୍ଟର ସରୋଜ କୁମାର ଦେବତା ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ପୋଷଣ ଯୁକ୍ତ ଖାଦ୍ୟର ମହତ୍ବ ଉପରେ ଦିଗ୍ ଦର୍ଶନ ଦେଇଥିଲେ। ସଂଯୋଜିକା ଶ୍ରୀମତୀ  ବିଶି ପୋଷଣ ତତ୍ତ୍ବ ଉପରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ ।

       Ad..


ମଞ୍ଚରେ ଶ୍ରୀ ନିହାର ରଂଜନ ତ୍ରିପାଠୀ ତଥା ଶ୍ରୀମତୀ ସଙ୍ଗୀତା ଦାଶ ଉପସ୍ଥିତ ଥିଲେ ।ଶ୍ରୀ ସଂଜୀବ କୁମାର ଦାଶ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିବା ବେଳେ  ଶ୍ରୀ ଅଶୋକ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post