ନିମନ୍ତ୍ରଣ ପାଇ ବୁଢାସମ୍ବର ଜମିଦାର ନବମୀ ଅବସରରେ ବୁଲି ଦର୍ଶନ କଲେ ବିଭିନ୍ନ ପୂଜା ପେଣ୍ଡାଲ...

ନିମନ୍ତ୍ରଣ ପାଇ ବୁଢାସମ୍ବର ଜମିଦାର ନବମୀ ଅବସରରେ ବୁଲି ଦର୍ଶନ କଲେ ବିଭିନ୍ନ ପୂଜା ପେଣ୍ଡାଲ...


ବରଗଡ଼,୦୧/୧୦ (ବିଜୟ କୁମାର ସାହୁ) : ରାଜାରାଜୁଡ଼ା ସମୟର ପରମ୍ପରା ଅନୁଯାୟୀ ଆଜି ବୁଢ଼ାସମ୍ବର ଜମିଦାର ପ୍ରତାପ କେଶରୀ ସିଂ ବରିହା, ଟାଉନ୍ କ୍ଲବ ସଭାପତି ପ୍ରିତେଶ ବହିଦାର, ସମାଜସେବୀ ଅଶୋକ ମିଶ୍ର...

Ad..


ପଦ୍ମପୁର ଏନ୍ ଏ ସି କାଉନସିଲର ଇ. କୁନାଲ ପାଣିଗ୍ରାହୀ, ସାର୍ବଜନୀନ ଦୁର୍ଗାପୂଜା କମିଟି କାର୍ଯକାରୀ ସଦସ୍ୟ ଦିନେଶ ବାରିକ ପ୍ରମୁଖ ବୁଢାସମ୍ବର ଅଂଚଳ ର ଝାରବନ୍ଧ, ସିମଲିଖୋଲ ,ଗଭା, ଜଗଦଲପୁର ପ୍ରଭୃତି ସ୍ଥାନରେ ଅନୁଷ୍ଠିତ ସାର୍ବଜନୀନ ଦୂର୍ଗାପୂଜା ରେ ଯୋଗଦାନ... 

Ad..


ଦେଇ ମାଁ ଦୂର୍ଗା ଙ୍କ ନବମୀ ତିଥିର ଦର୍ଶନ କରିବା ସହ ଅଂଚଳ ଜନସାଧାରଣ ଙ୍କ ପାଇଁ ଶୁଭ ମଙ୍ଗଳ କାମନା କରିଛନ୍ତି। ପ୍ରଥା ଅନୁସାରେ ପ୍ରତିବର୍ଷ ରାଜ ଅତିଥି ଭାବରେ ଜମିଦାର ପ୍ରତାପ କେଶରୀ ସିଂ ବରିହା ଙ୍କୁ ନିମନ୍ତ୍ରଣ ଆସିଥାଏ। 

Ad..


ସେହିପରି ଯୁବ ନେତା ତଥା ଟାଉନ୍ କ୍ଲବ ସଭାପତି ପ୍ରିତେଶ ବହିଦାର ଙ୍କୁ ମଧ୍ୟ ବିଭିନ୍ନ ଅଂଚଳ ରୁ ନିମନ୍ତ୍ରଣ ଆସିଥାଏ ଫଳରେ ବିଧି ଓ ପରମ୍ପରା ରକ୍ଷା ନିମନ୍ତେ ଆଜି ନବମୀ ତିଥିରେ ବୁଢାସମ୍ବର ର ଝାରବନ୍ଧ,ସିମଲିଖୋଲ, ଡଭା ଓ ଜଗଦଳପୁର ଗ୍ରାମବାସୀ ଙ୍କ ଦ୍ବାରା ଆୟୋଜିତ...

Ad..


ସାର୍ବଜନୀନ ଦୂର୍ଗାପୂଜା ପାଳନ ରେ ଅତିଥି ଭାବରେ ଯୋଗଦାନ ଦେଇ ମାଁ ଙ୍କ ଆଶିର୍ବାଦ ମାଗିଛନ୍ତି। ଅତିଥି ମାନେ ବୁଢାସମ୍ବର ଅଂଚଳ ବୁଲିବା ସମୟରେ ବିଭିନ୍ନ ପୂଜାପେଣ୍ଡାଲ ଓ ଗାଁ ମାନଙ୍କୁ ସ୍ବାଗତ କରାଯାଇଥିଲା।




Report : Bijay ku sahu

Edited by k.s thakur...


Post a Comment

Previous Post Next Post