ଦୁର୍ଗାପୂଜା ରେ ନାବାଳକ ଙ୍କୁ ଛୁରାମାଡ଼ ଜଣେ ମୃତ ,ଜଣେ ଗୁରୁତର...

ଦୁର୍ଗାପୂଜା ରେ ନାବାଳକ ଙ୍କୁ ଛୁରାମାଡ଼ ଜଣେ ମୃତ ,ଜଣେ ଗୁରୁତର...


ପାଇକମାଳ,୦୧/୧୦ (ବିଜୟ କୁମାର ସାହୁ) : ଝାରବନ୍ଧ ବ୍ଲକ ଡଭା ଦୁର୍ଗାପୂଜା ରେ ବହୁତ ବଡ଼ ଅଘଟଣ ଘଟିଛି। ଜଣେ ୧୮ ବର୍ଷୀୟ ବାଳକର ଛୁରାମାଡ଼ରେ ମୃତ୍ୟୁ ଘଟିଛି। 

Ad..


ମୃତକ ଝାରବନ୍ଧ ବ୍ଲକ ର  ତୁର୍ଲ୍ଲା ଗ୍ରାମର ମାନଠୁ ବରିହା(୧୭) ବୋଲି ଜଣା ପଡୁଛି। ତେବେ ତାଙ୍କ ସମ୍ପର୍କୀୟ ଜଣେ ଗୁରୁତର ଥିବା ସୂଚନା ରହିଛି। 

        Ad..


ପ୍ରାପ୍ତ ସୂଚନାନୁଯାୟୀ ମୃତକ ଡଭା ଗ୍ରାମ କୁ ଦୁର୍ଗାପୂଜା ଦେଖିବାକୁ ଯାଇଥିଲେ ସେହି ସମୟରେ ଭୋର ୪ ଟା ସମୟରେ ତାଙ୍କ ଉପରେ ଛୁରାମାଡ ହୋଇଥିଲା। 

Ad..


ତାଙ୍କ ସମ୍ପର୍କୀୟ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଛୁରାମାଡ଼ ହୋଇଅଛି। ଅଭିଯୁକ୍ତ ଏବଂ ମୃତକ ଉଭୟ ଙ୍କ ମାମୁ ଘର ଭଣ୍ଡାରଯୋରି ହୋଇଥିବା ବେଲେ ପୂର୍ବ ଶତ୍ରୁତାରୁ ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରା ଯାଉଛି।

Ad..






Report : Bijay ku sahu

Edited by k.s thakur...

Post a Comment

Previous Post Next Post