ସ୍ବେଛାସେବୀ ସଂସ୍ଥା "ପ୍ରୟାସ ' ତରଫରୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଲୟରେ" ନାରୀ ଶକ୍ତି ସ୍ୱରୂପା ' କାର୍ଯ୍ୟକ୍ରମ...
ପଦ୍ମପୁର,୦୨/୧୦ (ବିଜୟ କୁମାର ସାହୁ) :- ୨ ଅକ୍ଟୋବର ସ୍ଥାନୀୟ ପଦ୍ମପୁର ସ୍ଥିତ NGO ବା ସ୍ବେଛାସେବୀ ସଂସ୍ଥା "ପ୍ରୟାସ ' ତରଫରୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଲୟରେ" ନାରୀ ଶକ୍ତି ସ୍ୱରୂପା ' କାର୍ଯ୍ୟକ୍ରମରେ...
Ad..
ଜନ୍ମ ନେଇଥିବା ନବଜାତ ଶିଶୁ କନ୍ୟାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସଭାପତି ପ୍ରକାଶ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଡାକ୍ତର ଶିବାଶିଷ ମହାନ୍ତି ଜଏଣ୍ଟ ଡିରେକଟର ଫିଜିକାଲ ହେଲଥ ଯୋଗଦେଇ...
Ad..
ନାରୀ ଜନନୀ ଜାୟା ଶକ୍ତି ସ୍ୱରୂପିଣୀ ତାଙ୍କର ସମାଜ ଓ ସୃଷ୍ଟି ପ୍ରତି ଅବଦାନ ଶାଶ୍ୱତ ସତ୍ୟ।ନାରୀ ଭୃଣ ହତ୍ୟାରୁ ଦୁରେଇ ତାଙ୍କୁ ପ୍ରାଧାନ୍ୟ ଦେବା ଅନିରବାର୍ଯ୍ୟ ଓ ଏଭଳି ପାପ କାର୍ଯ୍ୟରୁ ଦୁରେଇ ସୃଷ୍ଟିକୁ ସନମାନ ଦେବାପାଇଁ ଗୁରତ୍ପାରୋପ କରିଥିଲେ।
Ad..
ଅନ୍ୟତମ କାର୍ଯ୍ୟରତ ବିଭାଗୀୟ ଡାକ୍ତର ପ୍ରଭାତ ନାରାୟଣ ତ୍ରିପାଠୀ ମା ମାନଙ୍କୁ ନାରୀର ଅବଦାନନେଇ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ସମ୍ପାଦକ ଶ୍ରୀଯୁକ୍ତ ଡାକ୍ତର ସଞ୍ଜିତ ମିଶ୍ର ମଧ୍ୟ ତଦନୁରୂପ ଅଭିଭାଷଣ ରଖିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ମେଡିଆସେଲ ସଂଯୋଜକ ରଘୁନାଥ ପୁରୀ, ସହ ସମ୍ପାଦକ ସୁମନ୍ତ ସାହୁ ସମେତ ତୁଳାରାମ ସାହୁ, ଡାକ୍ତର ସୁଦୀପ୍ତ ସାହୁ, ଅନିଲ କାନୁନଗୋ, ଦିଲ୍ଲୀପ ବାରିକ, ସରୋଜ ମେହେର, ଈଶ୍ୱର ସାହା...
ଇନ୍ଦ୍ରମଣି ପୁରୋହିତ, ସରୋଜ ପ୍ରସାଦ ଷଡ଼ଙ୍ଗୀ, ଅଶୋକ ମିଶ୍ର, ସୁଧୀର ପଣ୍ଡା, ବ୍ରଜ ମୋହନ ସାହୁ, ଅଭୟ ଚରଣ ନାୟକ, ନିରୋଜ ସିହ୍ନl ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Report : Bijay ku sahu
Edited by k.s thakur...
Tags:
Bargarh
bargarh news
fruits distribution
Gandhi jayanti
latest news
latest update
NGO prayash
October 2
odisha news
padamapur
program