ପାନୀୟଜଳ ଯୋଗାଣ ଠପ, ହନ୍ତସନ୍ତ ଚାନ୍ଦୋତରା ବାସୀ...
ବଙ୍ଗୋମୁଣ୍ଡା,୦୨/୧୦ : ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରତ୍ୟେକ ଘରକୁ ପାଇପ ଯୋଗେ ପାନୀୟଜଳ ପହଞ୍ଚାଇବା ପାଇଁ ବସୁଧା ଯୋଜନାରେ ପାଣିଟାଙ୍କି ସୁବିଧା କରିଛନ୍ତି।
Ad..
ହେଲେ କିଛି ଜାଗାରେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଲୋକେ ନିୟମିତ ଭାବେ ପାନୀୟଜଳ ପାଇ ପାରୁନାହାନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚାନ୍ଦୋତରା ଗ୍ରାମରେ।
Ad..
ଅଧିକାରୀ ମାନେ ଲୋକଙ୍କଅଭିଯୋଗ କୁ ଅଣଦେଖା କରୁଛନ୍ତି।ଏହା ଫଳରେ ଉକ୍ତ ଗ୍ରାମରେ ଅସନ୍ତୋଷ ବଢିବାକୁ ଲାଗିଛି ।
ତେଣୁ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଏହି ପାନୀୟଜଳ ସମସ୍ୟା ଗୁରୁତ୍ୱ ଦେବା ସହ ଗ୍ରାମ ବାସୀଙ୍କ ରହିଥିବା ପାନୀୟ ଜଳର ସମସ୍ୟକୁ ଦୂର କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା କେବେ ପାନୀୟଜଳ ଯୋଗାଣ ସମସ୍ୟା ଦୂର ହେବ।
Ad..
ଦୀର୍ଘଦିନ ହେବ ଉକ୍ତ ଗ୍ରାମରେ ପାନୀୟଜଳ ଯୋଗାଣ ବନ୍ଦ ହୋଇ ରହିଛି। ଗ୍ରାମବାସୀ ନଦୀର ବହିଯାଉଥିବା ଗୋଳିଆ ପାଣି ବ୍ୟବହାର କରୁଛନ୍ତି ।ଏହା ଫଳରେ ଲୋକେ ଅନେକ ସମସ୍ୟାର ସାମ୍ନା କରୁଥିବା ଜଣାପଡିଛି।
Ad..
ଅଧିକାରୀ ମାନେ ଲୋକଙ୍କଅଭିଯୋଗ କୁ ଅଣଦେଖା କରୁଛନ୍ତି।ଏହା ଫଳରେ ଉକ୍ତ ଗ୍ରାମରେ ଅସନ୍ତୋଷ ବଢିବାକୁ ଲାଗିଛି ।
Ad..
ତେଣୁ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଏହି ପାନୀୟଜଳ ସମସ୍ୟା ଗୁରୁତ୍ୱ ଦେବା ସହ ଗ୍ରାମ ବାସୀଙ୍କ ରହିଥିବା ପାନୀୟ ଜଳର ସମସ୍ୟକୁ ଦୂର କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା କେବେ ପାନୀୟଜଳ ଯୋଗାଣ ସମସ୍ୟା ଦୂର ହେବ।
Ad..
Edited by k.s thakur...
Tags:
bangomunda
chandotara
latest news
latest update
odisha daily current affairs
odisha news
water supply