ବରଗଡ଼ରେ ଲୋକ ସେବା ଦଳର ‘ଆନିମଲ୍ ସେବା’ କାର୍ଯ୍ୟକ୍ରମ ; ରାସ୍ତା ଗାଈ ଓ ପଶୁମାନଙ୍କୁ ଖାଦ୍ୟ ଯୋଗାଣ...
ବରଗଡ଼,୦୫/୧୦ (ବିଜୟ କୁମାର ସାହୁ): ଲୋକ ସେବା ବରଗଡ଼ ଦଳ ଦ୍ୱାରା ଆଜି ଅଞ୍ଚଳରେ “ଆନିମଲ୍ ସେବା ପ୍ରୋଗ୍ରାମ୍” ଆୟୋଜନ କରାଗଲା। ଏହି ଉଦ୍ୟମ ଅନୁସାରେ ରାସ୍ତା ଗାଈ, ଛୋଟ ପଶୁ ଓ ଅନାଥ ପ୍ରାଣୀମାନଙ୍କୁ ଖାଦ୍ୟ ଯୋଗାଣ କରାଯାଇଥିଲା।
Ad..
ଏହି ସେବା କାର୍ଯ୍ୟକ୍ରମରେ ହିରୋ ଇଣ୍ଡିଆ ବିହାର ପଣ୍ଡିତ ଓ କିଶନ ବେହେରା ସକ୍ରିୟ ଭାବେ ଅଂଶଗ୍ରହଣ କରି ଅନ୍ୟ ସଦସ୍ୟମାନଙ୍କ ସହ ସମନ୍ୱୟ କରିଥିଲେ।
Ad..
ଲୋକ ସେବା ଦଳ ଦ୍ୱାରା ଜାରି ଏହି ପ୍ରୟାସ ପରିବେଶ ସୁସନ୍ତୁଳନ, ପଶୁ କଳ୍ୟାଣ ଓ ମାନବତା ସେବାର ଏକ ସକାରାତ୍ମକ ଉଦାହରଣ ଭାବେ ଅଞ୍ଚଳରେ ପ୍ରଶଂସା ପାଇଛି।
Report : Bijay ku sahu
Edited by k.s thakur...



