ବରଗଡ଼ ଜିଲ୍ଲା ପଦ୍ମପୁର ଲାଲ ବାହାଦୁର ଶାସ୍ତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୨୦୦୭ ବ୍ଯାଚ ର ବନ୍ଧୁମିଳନ...
ବରଗଡ଼,୦୫/୧୦ (ବିଜୟ କୁମାର ସାହୁ) : ବରଗଡ଼ ଜିଲ୍ଲା ପଦ୍ମପୁର ସର୍ବ ପୁରାତନ ଲାଲ ବାହାଦୁର ଶାସ୍ତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ୨୦୦୭ ବ୍ଯାଚ ର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି।
Ad..
ପୁରୁଣା ଦିନ ର ସ୍ମୃତି ତଥା ସେ ସମୟର ପାଠପଢ଼ା କୁ ଅନୁଭବ କରିବାସହ ସମସ୍ତ ସହପାଠୀ ମାନେ ନିଜର ବ୍ୟସ୍ତ ବହୁଳ ସମୟ ମଧ୍ୟରେ କେଉଁ ବନ୍ଦୁ କେମିତି ଅଛନ୍ତି କିଏ କଣ୍ କରୁଛି...
Ad..
ସେ ବିଷୟରେ ପରସ୍ପର ଭାବ ଆଦାନ ପ୍ରଦାନ ସହ ଭେଟଘାଟ ହେବାପାଇଁ ପ୍ରଥମ ଥର ପାଇଁ ସେହି ସ୍କୁଲ ପରିସରରେ ଆୟୋଜିତ ହୋଇଛି ବନ୍ଧୁ ମିଳନ।
Ad..
ଏହି କାର୍ଯ୍ୟକ୍ରମ ରେ ପ୍ରାୟ ପଚାଶ ଜଣ ସହପାଠୀ ଙ୍କ ବନ୍ଦୁ ମିଳନ ହୋଇଥିଲା। ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ସମସ୍ତେ ଏକାଠି ହୋଇ ଆଲୋଚନା କରିବା ସହ ଭଲ ମନ୍ଦ ଆଲୋଚନା କରିଥିଲେ।
Ad..
ମଧ୍ୟାହ୍ନ ରେ ଏକାଠି ଖାଇବା ସହ ଅପରାହ୍ନ ରେ ସମସ୍ତେ ନିଜ ନିଜ ଗନ୍ତବ୍ୟ ସ୍ଥଳ କୁ ପ୍ରତ୍ୟାବର୍ତ୍ତନ କରିଥିଲେ।
Report : Bijay ku sahu
Edited by k.s thakur...





