ସାଇବର ଅପରାଧ ସୁରକ୍ଷା ସଚେତନତା ଅଭିଯାନ ଉପଲକ୍ଷେ ତର୍କ ଓ କୁଇଜ୍ ପ୍ରତିଯୋଗିତା...
ବରଗଡ଼,୨୮/୧୦(ବିଜୟ କୁମାର ସାହୁ): ସ୍ଥାନୀୟ ରାଣା ପ୍ରତାପ ସ୍କୁଲ ପରିସର ରେ ବରଗଡ଼ ବ୍ଲକ ସ୍ତରୀୟ ସାଇବର ଅପରାଧ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଉପଲକ୍ଷେ ତର୍କ ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି।
Ad..
ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ ସୁରେନ୍ଦ୍ର କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଓ ପର୍ଯ୍ୟବେକ୍ଷକ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ଘାସିରାମ ଭୋଇଙ୍କ ଉପସ୍ଥିତିରେ ଅନୁଷ୍ଠିତ ଇଂରାଜୀ ବିଭାଗ ତର୍କ ପ୍ରତିଯୋଗିତା ରେ ସୃତି ଶିଖା ତ୍ରିପାଠୀ...
Ad..
ଜସ୍ଥିନି ଜେଶିକା,ଶ୍ରଦ୍ଧାମୟୀ ମିଶ୍ର ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଓଡ଼ିଆ ତର୍କ ପ୍ରତିଯୋଗିତା ରେ ରୀୟା ସାହୁ,ପ୍ରଣିତା କୁମ୍ଭାର, ସାଳୀନି ସା ଯଥା କ୍ରମେ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।
Ad..
କୁଇଜ୍ ପ୍ରତିଯୋଗିତା ଓଡ଼ିଆ ବିଭାଗ ରେ ଫାଲଗୁନୀ ସାହୁ ଅଙ୍କିତ ସା ,ଆୟୁଷ ମହାନନ୍ଦ ଯଥାକ୍ରମେ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଥିବା ବେଳେ ଇଂରାଜୀ ରେ ଅନ୍ଵେଶ ରଥ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।
Ad..
କାର୍ଯ୍ୟକ୍ରମ ପରିଚାଳନା ରେ ଶିକ୍ଷୟିତ୍ରୀ ସୁନୀତା ମିଶ୍ର,ସୀମା ଭୋଇ,ନିଳୀମା ପ୍ରଧାନ ପ୍ରମୁଖ ସହଯୋଗ କରିଥିବା ବେଳେ ବିଚାରକ ଭାବେ ପ୍ରଧାନ ଶିକ୍ଷକ ରମାକାନ୍ତ ମେହେର...
Ad..
ଶିକ୍ଷକ ସୁଶିଲ କୁମାର ଦାସ, ଡ ଡୋଳା ମଣି ସତପଥି ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥ ଓ ଯୁଧିଷ୍ଠିର ଦାସ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲ।
Ad..
Report : Bijay ku sahu
Edited by k.s thakur...
Tags:
Bargarh
bargarh news
cyber security
latest news
latest update
odisha daily current affairs
odisha news
quize compitition







