ଜାତୀୟ ଗୌରବ ସମ୍ମାନ ୨୦୨୫ରେ ସମ୍ମାନିତ ହେଲେ ଅମିତ କୁମାର ଗୁରୁ...

ଜାତୀୟ ଗୌରବ ସମ୍ମାନ ୨୦୨୫ରେ ସମ୍ମାନିତ ହେଲେ ଅମିତ କୁମାର ଗୁରୁ...


ଦିଲ୍ଲୀ,୧୭/୧୦ : ଭାରତ ରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ୯୪ ତମ ଜନ୍ମ ବାର୍ଷିକୀ ଓ ବିଶ୍ୱ ଛାତ୍ର ଦିବସ ଅବସରରେ ଜାତୀୟ ଗୌରବ ସମ୍ମାନ ୨୦୨୫ରେ ସମ୍ମାନିତ ହେଲେ ସମ୍ବଲପୁର ନିବାସୀ ଅମିତ କୁମାର ଗୁରୁ। 

Ad..


ଏହି କାର୍ଯ୍ୟକ୍ରମ କଳିଙ୍ଗ ଶିକ୍ଷାଗତ ଏବଂ ସାମାଜିକ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ନୂଆଦିଲ୍ଲୀ ସ୍ଥିତ ପ୍ରେସ କ୍ଲବ ଅଫ ଇଣ୍ଡିଆ ରେ ଆୟୋଜନ କରାଯାଇଥିଲା। 

        Ad..


ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସେନାରେ ପୁର୍ବତନ ମେଜର୍ ଜେନେରାଲ ପି.କେ ସେଃଗଲ,ମୁଖ୍ୟ ବକ୍ତା ଭାବେ ପ୍ରଫେସର ଡ଼ା. ସନ୍ତୋଷ ପଣ୍ଡା,ସମ୍ମାନିତ ଅତିଥି ଭାବେ ଭାରତୀୟ ସାମ୍ବାଦିକ ସଂଘ ଜାତୀୟ ସାଧାରଣ ସମ୍ପାଦକ ସୁଜ୍ଞାନ ଚୌଧୁରୀ...

   Ad..


ଅଧ୍ୟକ୍ଷତା ଡ଼ା. ଆମ୍ବେଦକର ଫାଉଣ୍ଡେସନର ପୂର୍ବତନ ନିର୍ଦ୍ଦେଶକ ଡ଼ା.ଦେବେନ୍ଦ୍ର ପି.ମାଝୀ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେପି ଜାତୀୟ ବକ୍ତା ଡ଼ା. ରବୀନ୍ଦ୍ର କୁମାର ସିଂ,ଦିଲ୍ଲୀ ବିଶ୍ୱବିଦ୍ୟାଳୟ  ପ୍ରଫେସର ଡ଼ା. ସୁମନ ହଂସରାଜ୍, ଏସ୍ .ଏସ.ଆର.ୟୁ ବିଶ୍ୱବିଦ୍ୟାଳୟ ଅଧ୍ୟକ୍ଷ ଡ଼ା.କେ ୟୋଗେଶ, ଆଲାହାବାଦ ବିଶ୍ଵ ବିଦ୍ୟାଳୟ ପୂର୍ବତନ ଭାଇସ ଚାନ୍ସେଲର ପ୍ରଫେସର ପି.କେ ସାହୁ...

Ad..


ପଦାର୍ଥ ବିଜ୍ଞାନ ଏବଂ ଜ୍ୟୋତିଷ ପଦାର୍ଥ ବିଜ୍ଞାନ ବିଭାଗ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପ୍ରଫେସର ଅଜିତ କୁମାର ମହାପାତ୍ର,ପ୍ରଖ୍ୟାତ ସାମାଜିକ କାର୍ଯ୍ୟକର୍ତ୍ତା (ପ୍ୟାନ୍ ଇଣ୍ଡିଆ) ସହଦେବ ଖଟୁଆ ଯୋଗ ଦେଇଥିଲେ।

Ad..






Edited by k.s thakur...

Post a Comment

Previous Post Next Post