ଦରମା ନମିଳିବାରୁ ପ୍ରତିବାଦ କରି ଏକାଠି ଷ୍ଟିଅରିଂ ଛାଡ଼ିଲେ ଆମ ବସ କର୍ମଚାରୀ...

ଦରମା ନମିଳିବାରୁ ପ୍ରତିବାଦ କରି ଏକାଠି ଷ୍ଟିଅରିଂ ଛାଡ଼ିଲେ ଆମ ବସ କର୍ମଚାରୀ...


ଭୁବନେଶ୍ବର,୧୩/୦୯ : ଦରମା ମିଳିଲାନି ଗଡ଼ିଲାନି ଆମ ବସ୍। ବର୍ତ୍ତମାନ ୪୨ ଦିନ ହୋଇଯାଇଥିଲେ ବି ଦରମା ପାଇନଥିବାରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଛନ୍ତି ଆମ ବସ୍ ଡ୍ରାଇଭର। ଆଜି ପୋଖରୀପୁଟ ଡିପୋର ୪୩ଟି ବସ ବନ୍ଦ ରହିଛି । 

Ad..


ସେମାନଙ୍କ କହିବା କଥା, ପ୍ରତିମାସ ୧୦ ତାରିଖ ମଧ୍ୟରେ ଦରମା ମିଳିଥାଏ। କିନ୍ତୁ ଗତମାସ ୧୧ ତାରିଖରେ ଦରମା ମିଳିଥିବା ବେଳେ ଏ ମାସରେ ଏପର୍ଯ୍ୟନ୍ତ ଦରମା ମିଳିନାହିଁ। ତିନିଦିନ ହେବ ଭୁତାଉଛନ୍ତି କିନ୍ତୁ ଆକାଉଣ୍ଟକୁ ଟଙ୍କା ଆସୁନି।

        Ad..


ଏହାଛଡ଼ା ଆମ ବସ୍‌ କର୍ମଚାରୀଙ୍କ ପାଇଁ  ରେଷ୍ଟ ରୁମ ନାହିଁ, ଓଭର ଡ୍ୟୁଟିର ଚାପ ରହୁଛି, ୪ ଦିନ ସାପ୍ତାହିକ ଛୁଟି ମିଳୁନାହିଁ,ଏଏସଆଇ ସୁବିଧା ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି କର୍ମଚାରୀ । 

Ad..


ତେବେ କ୍ରୁଟ୍  ଚକ୍ରା ଇ ଟ୍ରାନ୍ସପୋର୍ଟକୁ ଦାୟିତ୍ୱ ଦେଇ ଥାର୍ଡ ପାର୍ଟି ଅଧୀନରେ ଡ୍ରାଇଭର ନିଯୁକ୍ତି କରିଥିବା ବେଳେ ଡ୍ରାଇଭରଙ୍କ ସାମାଜିକ ସୁରକ୍ଷା ବାବଦରେ କିଏ ଚିନ୍ତା କରିବ ବୋଲି ପ୍ରଶ୍ନ କରିଛନ୍ତି ଏହି ଡ୍ରାଇଭରମାନେ। 

Ad..


ଚକ୍ରା ଇ ଟ୍ରାନ୍ସପୋର୍ଟକୁ ଦାୟିତ୍ୱ ଦେଇ ଥାର୍ଡ ପାର୍ଟି ଅଧୀନରେ ଡ୍ରାଇଭର ନିଯୁକ୍ତି କରିଥିବା ବେଳେ ଡ୍ରାଇଭରଙ୍କ ସାମାଜିକ ସୁରକ୍ଷା ବାବଦରେ କିଏ ଚିନ୍ତା କରିବ ବୋଲି ପ୍ରଶ୍ନ କରିଛନ୍ତି ଏହି ଡ୍ରାଇଭରମାନେ ।




Edited by k.s thakur...

Post a Comment

Previous Post Next Post