ଜୟପାଟଣା ପୋଲିସର ଚଢାଉ : ବିପୁଳ ପରିମାଣର ଫଟକା ଜବତ...
ଜୟପାଟଣା,୨୬/୦୯ : ବିଗତ କାଲି କଳାହାଣ୍ଡି ପୋଲିସ ଜୟପାଟଣା ପୋଲିସ ଥାନା ଅଧୀନରେ ଏକ ଚଢାଉ କରି ୮ ଟନ୍ ୭ କ୍ୱିଣ୍ଟାଲ ୬୦ କିଲୋଗ୍ରାମ ଓଜନର ବିପୁଳ ପରିମାଣର ଫଟକା ଜବତ କରିଛି।
Ad..
ଅପରେସନ ଅଗ୍ନିର ଅଂଶ ସ୍ୱରୂପ, ବିସ୍ଫୋରକ / ଆତସବାଜିର ଅବୈଧ ସଂରକ୍ଷଣ ଏବଂ ବିକ୍ରୟ ବିରୁଦ୍ଧରେ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇଛି କଳାହାଣ୍ଡି ପୋଲିସ।
Ad..
ପୋଲିସ ସୂଚନା ଅନୁସାରେ,ଏପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଥାନାରେ ୨୫ ଟି ମାମଲା ରୁଜୁ ହୋଇଛି।
Ad..
ଆଜି ପର୍ଯ୍ୟନ୍ତ ମୋଟ ଜବତ ବିସ୍ଫୋରକ / ଆତସବାଜି ପ୍ରାୟ ୫୦ ଲକ୍ଷ ମୂଲ୍ୟର ପ୍ରାୟ ୯ ଟନ୍ ଫଟକା ଜବତ କରାଯାଇଛି।
Ad..
Edited by k.s thakur...
Tags:
inlegal fire crackers
jaipatna
Kalahandi
latest news
latest update
odisha daily current affairs
odisha news
police raid
seized





