ବରଗଡ଼ ଜିଲ୍ଲା ପଦ୍ମପୁର ମହୁଲପାଲି ଗାଁ ର ସୁନିଲ ବେହେରା ଜୀବନ ରକ୍ଷକ ସମ୍ମାନ ରେ ସମ୍ମାନିତ...
ବରଗଡ଼,୨୨/୦୯ (ବିଜୟ କୁମାର ସାହୁ) : ବରଗଡ଼ ଜିଲ୍ଲା ପଦ୍ମପୁର ମହୁଲପାଲି ଗାଁ ର ଯୁବ ସମାଜସେବୀ ସୁନିଲ ବେହେରା ଆଜି ପଦ୍ମପୁର ଠାରେ ଅଗ୍ରସେନ ମହାରାଜ ଙ୍କ ଜୟନ୍ତୀ ଅବସରରେ..
Ad..
ଅଖିଳ ଭାରତୀୟ ମାରୱାଡି ୟୁବାମଞ୍ଚ ପଦ୍ମପୁର ତରଫରୁ 'ଜୀବନ' ରକ୍ଷକ ରକ୍ତଦାତା ସମ୍ମାନ ରେ ସମ୍ମାନିତ ହୋଇଛନ୍ତି । ସମାଜସେବା କ୍ଷେତ୍ରରେ ସୁନିଲ ମହୁଲପାଲି ଗାଁ ତଥା ପାଖଆଖ ଓ ଜିଲ୍ଲା ରେ ପରିଚିତ ଅଛନ୍ତି।
Ad..
ଅସହାୟ ଲୋକଙ୍କୁ ସହାୟତା, ରକ୍ତଦାନ କ୍ଷେତ୍ରରେ ଅତୁଳନୀୟ ଅବଦାନ, ଅସହାୟ ଙ୍କ ଶବ ସଂସ୍କାର କରି ବ୍ୟକ୍ତିଗତ ଭାବରେ ପରିଚିତ ଅଛନ୍ତି।
Report : Bijay ku sahu
Edited by k.s thakur...



