ଗୋପପୁର ମହିମା ମଠ ଭଜନ ମଣ୍ଡଳୀ ଗଠିତ...
ପାଇକମାଲ,୨୧/୦୯ (ବିଜୟ କୁମାର ସାହୁ) : ପାଇକମାଲ ଅଞ୍ଚଳର ପ୍ରସିଦ୍ଧ ଅଲେଖ ମହିମା ଆଶ୍ରମ ଗୋପପୁରରେ ନୂତନ ଭାବରେ ଅଲେଖ ମହିମା ଭଜନ ମଣ୍ଡଳୀ ଗଠନ କରାଯାଇଛି।
Ad..
ବୋଡା ସମ୍ବର ଅଞ୍ଚଳର ପ୍ରାୟ ୩୫ଟି ଭଜନ ମଣ୍ଡଳୀ କଳାକାର ଯୋଗଦାନ କରିଥିଲେ।କଳାକାର ସଂଘର ସଭାପତି ଘନଶ୍ୟାମ ନାଗ ପୌରହିତ୍ୟ କରିଥିଲେ।
Ad..
ଆଶ୍ରମର ଅଧିଷ୍ଠାତା ସାଧୁ ନୃସିଂହ ଦାସ,ଚକ୍ରପାଣି ସେଟ,ସୁଶୀଳା ଭୋଇ,ସୁଧାଂଶୁ ମିଶ୍ର ଓ ଅନ୍ୟାନ୍ୟ ସାଧୁ ସନ୍ଥ,ଜଗତ ଭକତ ଯୋଗଦାନ କରିଥିଲେ।ଏ ପରିପ୍ରେକ୍ଷୀରେ ଗୋପପୁର ମହିମା ଆଶ୍ରମ ପାଇଁ ଏକ ଭଜନ କମିଟି ଗଠନ କରାଗଲା।
Ad..
ଏଥିରେ ମୀନକେ ତନ ଭୋଇ,ଅମୁଲ୍ୟ ଦାସ,ଘନଶ୍ୟାମ ପ୍ରଧାନ,ରାମ ରତନ ସାହୁ,ନିର୍ମଳ ମେହେର,ପବିତ୍ର ନିଆଲ,ବୈବ ରଣା ମନୋନୀତ ହୋଇଛନ୍ତି।କମିଟି ପ୍ରତ୍ୟେକ ମାସରେ ବୈଠକ ବସିବ ଓ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରିବେ ବୋଲି ସ୍ଥିରୀକୃତ୍ୟ ହୋଇଛି।
Ad..
Report : Bijay ku sahu
Edited by k.s thakur...





