ପାଇକମାଲ ବ୍ଲକ ଯାଦବ ସମାଜ ତରଫରୁ ନୂଆଁ ଖାଇ ଭେଟ ଘାଟ ଅନୁଷ୍ଠିତ...

ପାଇକମାଲ ବ୍ଲକ ଯାଦବ ସମାଜ ତରଫରୁ ନୂଆଁ ଖାଇ ଭେଟ ଘାଟ ଅନୁଷ୍ଠିତ...


ବରଗଡ଼/ପାଇକମାଳ,୧୧/୦୯ (ବିଜୟ କୁମାର ସାହୁ): ଶ୍ରୀ ଶ୍ରୀ ନୃସିଂହ ନାଥ ସମଲେଶ୍ୱରୀ ମନ୍ଦିର ପରିସରରେ ପାଇକମାଲ ବ୍ଲକ ଯାଦବ ସମାଜ ତରଫରୁ ନୂଆଁ ଖାଇ ଭେଟ ଘାଟ ଅନୁଷ୍ଠିତ ହୋଇଥିଲା। 

      Ad..


ଏହି କାର୍ଯ୍ୟକ୍ରମ ରେ ଗୌଡ଼ ବାଡ଼ି ଖେଳ, କୀର୍ତ୍ତନ ଧାରା, ମହିଳା ମାନଙ୍କ ପାଇଁ ହୁଳହୁଳି, ଝୋଟି ପ୍ରତି ଯୋଗିତା ଅନୁଷ୍ଠିତ ହୋଇଥିଲା, ପାଇକମାଲ ବ୍ଲକ ଝାରବନ୍ଧ ବ୍ଲକ, ଗାଇସିଲେଟ ବ୍ଲକ, ପଦ୍ମପୁର ଏନ, ଏ, ସି,, ଦହିତା ସର୍କଲ, ନୂଆପଡା ଜିଲ୍ଲା କୁଳିଆ ବନ୍ଧା ସର୍କଲ ର ପ୍ରମୁଖ ଯାଦବ କର୍ମ କର୍ତ୍ତା ଯୋଗ ଦାନ କରିଥିଲେ। 

       Ad..


ସମସ୍ତ ଙ୍କୁ ନୂଆଁ ଚୂରା, ଅରସା ପିଠା, କୁରେ ପତ୍ର ରେ ବଣ୍ଟନ କରା ଯାଇ ଥିଲା ମୁଖ୍ୟ ଅତିଥି ଭାବେ ନୃସିଂହ ନାଥ ଟ୍ରଷ୍ଟ ବୋର୍ଡ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଯୋଗ ଦାନ ଦେଇଥିବାବେଳେ ମଞ୍ଚ ପରି ଚାଳନା ପୂର୍ଵ ତନ ଜିଲ୍ଲା ସଭାପତି ଡୋଳା ମଣି ମାହାର ସମେତ ବରିଷ୍ଠ କଳା କାର ଆରଦ୍ରା ବାଗ, ଦାୟିତ୍ୱ ତୁଲାଇ ଥିଲେ।

Ad..


ସମଲେଶ୍ୱରୀ ମନ୍ଦିର ସଭାପତି ମଧୁ ସୂଦନ ପାଣ୍ଡେ, ବ୍ଲକ ସଭାପତି ବନମାଳୀ ଚନ୍ଦନ, ୟୁଵା ସଭାପତି ମାନସ ନାଗ ଝାରବନ୍ଧ ବ୍ଲକ ସଭାପତି ଧ୍ରୁବ ଚରଣ ହାତୀ, ପଦ୍ମପୁର ଏନ, ଏ, ସି ଗଙ୍ଗା ଧର ଚିର ଗୁନ ଦହିତା ସର୍କଲ ସଭାପତି ମୋତିଲାଲ ପୋଡ଼...

Ad..


ଗାଇସିଲେଟ ବ୍ଲକ ପୂର୍ଵ ତନ ସଭାପତି ସୁରେଶ୍ୱର ଭୋଇ କୁଳିଆ ବନ୍ଧା ସର୍କଲ ଉପ ସଭାପତି ହରେ କୃଷ୍ଣ ଭୋଇ, ପଦ୍ମପୁର, ଏନ, ଏ, ସି ଯୁବ ସଭାପତି ବିଜୟ ମାଝୀ ତାଙ୍କ ସମସ୍ତ ଯାଦବ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ। 

Ad..


ପାଇକମାଲ ଜୋନ ସଭାପତି ନଳିନୀ ଥପା, ମନୋହର ପୁଞ୍ଜି, ଭାସ୍କର ଭୋଇ,, ମନ୍ଦିର କୋଷାଧକ୍ଷ ସଚ୍ଚିଦାନନ୍ଦ ନାଗ ରହି ନୂଆଁ ଖାଇ ଭେଟ କାର୍ଯ୍ୟକ୍ରମ ରେ ସାହାଯ୍ୟ ସହଗୋଗ କରିଥିଲେ।

Ad..


ଶେଷରେ ପାଇକମାଲ ବ୍ଲକ ସମ୍ପାଦକ ବାଲକୃଷ୍ଣ ବନଛୋର ସମସ୍ତ ଯାଦବ ଭାଇ ଏକଜୁଟ ହୋଇ ଯାଦବ ସଂଗଠନ ଆଗେଇ ନେବାକୁ ଅନୁରୋଧ କରି ସଭା କାର୍ଯ୍ୟ କୁ ସମା ପନ କରିଥିଲେ।



Report : Bijay ku sahu 

Edited by k.s thakur...

Post a Comment

Previous Post Next Post