ହେମାଳ ଭବନ ଠାରେ ବିଦାୟ ସମ୍ବର୍ଦ୍ଧନା ସଭାର ଆୟୋଜନ...
କଣ୍ଟାବାଞ୍ଜି,୧୭/୦୯ : କଣ୍ଟାବାଞ୍ଜି ସ୍ଥିତ ହେମାଳ ଭବନ ଠାରେ ଏକ ବିଦାୟ ସମ୍ବର୍ଦ୍ଧନା ଶଭା ର ଆୟୋଜନ ହୋଇଥିଲା। ଏଥିରେ ହେମଲ ସଂଘ ସଭାପତି ଶ୍ରୀ ଶେଷଦେବ ପୁଟେଲ, ଉପସଭାପତି ବିଦେଶି ବେହେରା, ସମ୍ପାଦକ ବିସର୍ବ ବେହେରା, କୋଷାଧକ୍ଷ ସୁରେଶ ପୁଟେଲ ଓ ଅତିଥି ଭାବେ ନିତିନ ପୁଟେଲ ଉପସ୍ଥିତ ଥିଲେ।
Ad..
ଏବଂ ସଂଘ ର ଦୁଇଜଣ ସଦସ୍ୟ କାନ୍ହୁ ପୁଟେଲ ଓ କିଶୋର ଭାଟି ଙ୍କୁ ସଭାପତିଙ୍କ ଦ୍ୱାରା ଫୁଲମାଳ ଏବଂ ଉପଢ଼ୋକନ ସହିତ ତାଙ୍କୁ ତାଙ୍କର ପାପ୍ୟ ମୁଦ୍ରା ଦେଇ ସଂଘରୁ ବିଦାୟ ଦିଆଗଲା।ଏହି କାର୍ଯ୍ୟକ୍ରମରେ ହେମାଳ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
Ad..
Edited by k.s thakur...



