ଲଘୁଚାପ ବର୍ଷା ରେ ନଷ୍ଟ ହୋଇଛି ଧାନ ଚାଷ ଖ୍ୟାତି ଚାଷୀ ଙ୍କୁ ସରକାରୀ ସହାୟତା ଦାବି...
ବରଗଡ଼,୨୬/୦୯ (ବିଜୟ କୁମାର ସାହୁ) : ବହୁ କଷ୍ଟରେ ହୋଇଥିଲା ଚାଷ ଏଥର ସାର୍ ଅଭାବରୁ ଚାଷୀ ନାନା ସମସ୍ୟା ର ସମ୍ମୁଖୀନ ହୋଇ ଚାଷୀ ଅଣ୍ଟା ସଲଖାଇଥିବା ବେଳେ ଏବେ ଦଶହରା ସମୟର ଲଘୁଚାପ ବର୍ଷା ରେ ଖ୍ଯୟ ହୋଇଛି ଚାଷ।
Ad..
ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଜମଲା ପଞ୍ଚାୟତ କୁଦୋପାଲି ଗାଁ ର ଚାଷୀ କୈସ୍ତୁଭ ମୁନା ଙ୍କ ପ୍ରାୟ ପାଞ୍ଚ ଏକରର ଧାନ ଚାଷ ଉଜୁଡି ଯାଇଛି। ଏଥର ଧାନ ମଞ୍ଜି ଅଭାବ ହେଉକି ସାର ଅଭାବ ବହୁ କଷ୍ଟ ସହ ଚାଷ ପାଇଁ କରଜ କରି ଚଢାଦରରେ ସାର କିଣି ଚାଷ କରିଥିଲେ..
Ad..
ଅଭାବ ଅନାଟନ ଓ ପେଟରୁ ଦାନା କାଟି ଚାଷ କରିଥିଲି ସମସ୍ତ ଧାନ ପାଣିରେ ବୁଡି ନଷ୍ଟ ହୋଇଛି ସରକାର ମୋତେ ସାହାଯ୍ୟ କରନ୍ତୁ ବୋଲି ଅନୁରୋଧ କରିଛନ୍ତି କୈସ୍ତୁଭ। କେବଳ ଯେ କୈସ୍ତୁଭ ନୁହନ୍ତି ପଦ୍ମପୁର, ପାଇକମାଳ ଅଂଚଳ ର ବହୁ ଚାଷୀ ଙ୍କ ଧାନ ଲଘୁଚାପ ବର୍ଷା ରେ ଖ୍ଯୟ ହୋଇଛି।
ହେଲେ ଗତ ତାରିଖ ୨୧,୨୨ ଦିନ ଲଘୁଚାପ ବର୍ଷା ଯୋଗୁଁ ଧାନ ନଇଁ ଯାଇ ଭର୍ତ୍ତି ପାଣିରେ ବୁଡି ଧାନ ନଷ୍ଟ ହୋଇଛି ଯାହାକି ସଂପୂର୍ଣ୍ଣ ପାଞ୍ଚ ଏକର ପାଖାପାଖି ନଷ୍ଟ ହୋଇଛି।
Ad..
ଅଭାବ ଅନାଟନ ଓ ପେଟରୁ ଦାନା କାଟି ଚାଷ କରିଥିଲି ସମସ୍ତ ଧାନ ପାଣିରେ ବୁଡି ନଷ୍ଟ ହୋଇଛି ସରକାର ମୋତେ ସାହାଯ୍ୟ କରନ୍ତୁ ବୋଲି ଅନୁରୋଧ କରିଛନ୍ତି କୈସ୍ତୁଭ। କେବଳ ଯେ କୈସ୍ତୁଭ ନୁହନ୍ତି ପଦ୍ମପୁର, ପାଇକମାଳ ଅଂଚଳ ର ବହୁ ଚାଷୀ ଙ୍କ ଧାନ ଲଘୁଚାପ ବର୍ଷା ରେ ଖ୍ଯୟ ହୋଇଛି।
Ad..
Report : Bijay ku sahu
Edited by k.s thakur...
Tags:
Bargarh
bargarh news
crops lost
farmers
latest news
latest update
odisha daily current affairs
odisha news
rainfall