ପେଗମ୍ବର୍ ମହମ୍ମଦଙ୍କ ୧୫୦୦ ତମ୍ ଜନ୍ମ ବାର୍ଷିକୀ ଅବସରରେ ଯୁବ ମୁସଲିମ କମିଟି ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ...

ପେଗମ୍ବର୍ ମହମ୍ମଦଙ୍କ ୧୫୦୦ ତମ୍ ଜନ୍ମ ବାର୍ଷିକୀ ଅବସରରେ ଯୁବ ମୁସଲିମ କମିଟି ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ...


କଣ୍ଟାବାଞ୍ଜି,୦୩/୦୯ : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଯୁବ ମୁସଲିମ କମିଟି ପକ୍ଷରୁ ପେଗମ୍ବର୍ ମହମ୍ମଦଙ୍କ ୧୫୦୦ ତମ୍ ଜନ୍ମ ବାର୍ଷିକୀ ଅବସରରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି।
Ad..

ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ପରିସରରେ ଅବସ୍ଥିତ ବ୍ଲଡ଼ ବ୍ୟାଙ୍କ ରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଆୟୋଜନ ରେ ମୋଟ ୧୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

        Ad..


ଏହି ଆୟୋଜନରେ  କଣ୍ଟାବାଞ୍ଜି ମୁସଲିମ ଜମାତ୍ କମିଟି ଅଧ୍ୟକ୍ଷ ହାଜି ମହମ୍ମଦ ଆୟୁବ ଖାନ୍ ଯୋଗ ଦେଇଥିବା ବେଳେ ଯୁବ ମୁସଲିମ କମିଟି ଅଧ୍ୟକ୍ଷ ଅବଦୁଲ ରଫିକ(ସଜ୍ଜୁ),ଅବଦୁଲ ନିଜାମ୍, ଡ଼ା. ଅମଜଦ୍ ଖାନ୍, ମୋଇନୁଦ୍ଦିଁ ମନିହାର,ସେଖ ଅନ୍ୱର୍(ଗୁଡ଼ା)...

Ad..


ହସିବ ସୋଲଙ୍କି,ଅବଦୁଲ ରେବାନି, ଅଜହର ଖାନ୍, ସେହ୍ବାଜ୍ ଖାନ୍, ସାହିଲ୍ ଖାନ୍, ମହମ୍ମଦ ମୌଷିନ,ଅନିଫ ଖାନ୍, ଏସ କେ ସମିମ୍,ଏସ କେ ଅମଜଦ୍,ସର୍ଫରାଜ୍ ଖାନ୍ ଓ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

Ad..





Edited by k.s thakur...

Post a Comment

Previous Post Next Post