ସ୍ନେହାଙ୍ଗିନୀ ଛୁରିଆ ଙ୍କୁ ବିଜୁ ମହିଳା ଜନତା ଦଳ ର ସଭାନେତ୍ରୀ ଦାୟିତ୍ଵ...

ସ୍ନେହାଙ୍ଗିନୀ ଛୁରିଆ ଙ୍କୁ ବିଜୁ ମହିଳା ଜନତା ଦଳ ର ସଭାନେତ୍ରୀ ଦାୟିତ୍ଵ...


ବରଗଡ଼,୦୪/୦୯ (ବିଜୟ କୁମାର ସାହୁ): ବିଜୁ ଜନତା ଦଳର ସଭାପତି  ନବୀନ ପଟ୍ଟନାୟକ  ଙ୍କ ଅନୁମୋଦନକ୍ରମେ  ସ୍ନେହାଙ୍ଗିନୀ ଛୁରିଆଙ୍କୁ ଦ୍ବିତୀୟ ଥର ପାଇଁ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ଘୋଷଣା କରାଯାଇଛି। 

     Ad..


ଓଡ଼ିଶା ର ମହିଳା ଙ୍କ ପାଇଁ ସଦାସର୍ବଦା ଲଢେଇ କରୁଥିବା ସ୍ନେହାଙ୍ଗିନୀ ଛୁରିଆ ଅତାବିରା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟିକା ଓ ଗତ ବିଜେଡି ସରକାର ସମୟରେ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଦାୟିତ୍ଵ ନିର୍ବାହ କରିଛନ୍ତି।

       Ad..


ତାଙ୍କ ନେତୃତ୍ବ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିବା ରୁ ଏଥର ମଧ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ନେହାଙ୍ଗିନୀ ଛୁରିଆ ଙ୍କୁ ମହିଳା ନେତୃତ୍ୱରେ ଦାୟିତ୍ଵ ପ୍ରଦାନ କରିଛନ୍ତି। 

Ad..


ବରଗଡ଼ ଜିଲ୍ଲା ରେ ବିଜେଡି ମହଲରୁ ପୂର୍ବତନ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଭଟଲି ପୂର୍ବତନ ବିଧାୟକ ଶୁଶାନ୍ତ ସିଂ, ପୂର୍ବତନ ମନ୍ତ୍ରୀ ରୀତା ସାହୁ ଙ୍କ ସମେତ ଜିଲ୍ଲା ବିଜେଡି ରୁ ଶୁଭେଚ୍ଛା ଜଣାଇଛନ୍ତି।

Ad..






Report : Bijay ku sahu

Edited by k.s thakur...

1 Comments

  1. ଏ ସବୁ ବକଵସ୍ ନିୟୁଜ, ବିଜୁ ଜନତା ଦଳ, ବିଜୁଜନତା ମହିଳା ଦଳ, ବିଜୁ ଜନତା ଛାତ୍ର ଦଳ, ବିଜୁ ଖାନ ଦାନୀ ଦଳ, ବିଜୁ ରକ୍ତ ଦଳ। କରି ଚାଲ, 2029 ବେଳକୁ ଥିବା ଯେ ବାଳ, ଖାଇବା ସୁନିପପୁଡି

    ReplyDelete
Previous Post Next Post