ପୁରୀ ଶ୍ରୀମନ୍ଦିରରେ ଭୋଗ ଲାଗିବ ବୁଢ଼ା ସମ୍ବର ମାଟିର ଚାଉଳ...

ପୁରୀ ଶ୍ରୀମନ୍ଦିରରେ ଭୋଗ ଲାଗିବ ବୁଢ଼ା ସମ୍ବର ମାଟିର ଚାଉଳ...


ବରଗଡ଼,୦୪/୦୯ (ବିଜୟ କୁମାର ସାହୁ):  ପୁରୀ ଶ୍ରୀମନ୍ଦିରରେ ଲାଗିବ ବୁଢ଼ା ସମ୍ବର ର ଚାଉଳ। ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ  ଖରମାଳ ଗ୍ରାମରେ ଅହିଂସା କ୍ଲବ ଦ୍ଵାରା କରାଯାଇଥିବା ଅମୃତ ଅନ୍ନ ଯୋଜନା  କୁ କୃଷି ନିର୍ଦ୍ଧେଶକ  ଶୁଭମ ସାକ୍ସେନା କ୍ଷେତ୍ର  ପରିଦର୍ଶନ କରିଥିଲେ।

     Ad..


ଖରମାଳ ଗ୍ରାମରେ ୨୦ ହେକଟର ଜମିରେ , ଗୋବିନ୍ଦ ଭୋଗ ଓ ଝୁଲି ଧାନ ପୁରୀ ଜଗନ୍ନାଥ  ଭୋଗ ପାଇଁ ଚାଷ କରାଯାଇଛି  ତାହା ଦେଖି ଥିଲେ।ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ।

Ad..


ତା ସହିତ ଅହିଂସା କ୍ଲବ ତରଫରୁ  କରାଯାଇଥିବା ୨୦୦ ପ୍ରକାରର ପାରମ୍ପରିକ ଧାନ ଚାଷ  ୬୦ ପ୍ରକାରର ପନିପରିବା, ୨୫ ପ୍ରକାରର  ମିଳେଟ ଓ ୧୦ ପ୍ରକାରର ଡାଲିଜାତୀୟ ଚାଷ ଦେଖିଥିଲେ।

Ad..


ଏହି ଅଞ୍ଚଳରେ ମିଲେଟ ଅଧିକ ଉତ୍ପାଦନ ହୋଇଥିବାରୁ ମିଲେଟ ସାରଭିଶ  ସେଣ୍ଟର ବସିବା ଜରୁରୀ ବୋଲି କହିଥିଲେ। କୃଷିନିର୍ଦ୍ଧେଶକ ଙ୍କ ସହିତ ପଦ୍ମପୁର ଉପ-ଜିଲ୍ଲାପାଳ ସ୍ନେହା  ଅରଗୁଳା , ଶାଶ୍ୱତ ପ୍ରଧାନ ଓ ଏ ଏସ ନୋଡାଲ ଅଫିସର , ଲୁଚନ ଚନ୍ଦ୍ର ମାଝୀ (ମୁଖ୍ୟ କୃଷିଅଧିକାରୀ ,ବରଗଡ), ସୁଧାଂଶୁ ସାହୁ (ଏ ଡି ଏ ) ଭୁବନେଶ୍ୱର...

Ad..


ଅଞ୍ଜନ କୁମାର ନାୟକ , ସ୍କିମ ଅଫିସର ବରଗଡ, ରାଜୀବ ଲୋଚନ ମିଶ୍ର , ଅହିଂସା କ୍ଲବ ର ସମ୍ପାଦକ  ଶିବ ପ୍ରସାଦ ସାହୁ ସୋମନାଥ ମହାପାତ୍ର  (ବିଏଓ , ପାଇକମାଳ ) ଶ୍ରୀ ଅନ୍ନ ଅଭିଯାନ ପ୍ରୋଜେକ୍ଟ ର ଡିପିସି ଅଭିଶେଖ ସିଂ...

Ad..


ଯୁବକ ମାଝୀ ଓ ମାର୍ଯ୍ୟର କେଶରୀ କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ଼ ର ମ୍ୟାନେଜିଂ ଡିରେକ୍ଟର ନୀଳମଣି ପୁରୋହିତ ମାର୍ଯ୍ୟର କେଶରୀ କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ଼ , ଦ୍ଵାରା ହେବାକୁ ଥିବା ମିଲେଟ ସ୍ୱେର୍ଭିସେ ସେଣ୍ଟର ର  କୁ କୃଷିନିର୍ଦ୍ଧେଶକ...

Ad..


କ୍ଷେତ୍ର ପରିଦର୍ଶନ, ଅହିଂସା କ୍ଲବ  ଦ୍ଵାରା କରାଯାଇଥିବା   ବିଆରସି  ସେଣ୍ଟର ଜିଅଖତା ବେଡ଼ , ଦେଶୀ ବାଇଗଣ ଚାଷ ,ଦେଖିଥିଲେ।ଜଙ୍ଗଲ ରେ ମିଳୁଥିବା  ଖାଦ୍ୟ  ଦେଖିଥିଲେ ଯଥା ଶାଗ , କନ୍ଦା, ଛତୁ, ପାରମ୍ପରିକ ଖାଦ୍ୟ ଦେଖି ଥିଲେ , ପରେ ଚାଷୀ ମାନ ଙ୍କ ସହିତ ଆଲୋଚନା କରିଥିଲେ। 

ଜୈବିକ ଚାଷ ରେ କିପରି ଆୟ ହୁଏ।ତାହା  ଉପରେ ଚାଷୀ ଙ୍କ ସହ ଆଲୋଚନା କରିଥିଲେ। ଜୈବିକ ପଦ୍ଦତି ରେ କିପରି ଅଧିକରୁ ଅଧିକ ଚାଷ କରାଯାଇ ପାରିବ ତାହା ଉପରେ ଆଲୋଚନା କରିଥିଲେ ଓ ଗ୍ରାମର ରାସ୍ତା ଘାଟ ଅସୁବିଧା ମାନ ଗ୍ରାମବାସୀ ମାନେ  କହିଥିଲେ। 

ବିଏଓ ପାଇକମାଳ କହିଲେ କି ପାଇକମାଳ ବ୍ଲକ ରେ ଜଗନ୍ନାଥ ଙ୍କ ଭୋଗ ପାଇଁ ଦେଶୀ ଚାଉଳ , ମୁଗ ପଠାଇବା ଏକ ସୌଭାଗ୍ୟ ର ବିଷୟ ବୋଲି କହିଥିଲେ ଓ କୃଷି ନିର୍ଧ୍ୱହେଶକ ପରିଦର୍ଶନ କରିବା ସମସ୍ତେ ବହୁତ ଖୁସି। 

ଏହା ଶିବ ପ୍ରସାଦ ସାହୁ କ୍ଷେତ୍ର ପରିଦର୍ଶନ କରାଇଥିଲେ ଜଗନ୍ନାଥ ଙ୍କ ଭୋଗ ପାଇଁ ଅହିଂସା କ୍ଲବ ଦ୍ଵାରା କରାଯାଇଥିବା ଅମୃତ ଅନ୍ନ ଯୋଜନାର କୃଷିନିର୍ଦ୍ଧେଶକ ପରିଦର୍ଶନ କରିଥିଲେ।ବୋଡା ସମ୍ବର ଅଂଚଳ ର ଦେଶୀ ଚାଉଳ ପୁରୀ ଶ୍ରୀମନ୍ଦିରରେ ଅର୍ନ ପ୍ରସାଦ ଭୋଗ ଲାଗିବାର ରହିଥିବା ରୁ ଅଂଚଳ ରେ ଖୁସି ଦେଖାଦେଇଛି।




Report : Bijay ku sahu

Edited by k.s thakur...

Post a Comment

Previous Post Next Post