ସାଂସଦ ଙ୍କ ସହ ପଞ୍ଚାୟତ ର ଜନସାଧାରଣ ଙ୍କ ସମସ୍ୟା ଉପରେ ଆଲୋଚନା କଲେ ସରପଞ୍ଚ ଦିଲ୍ଲିପ...

ସାଂସଦ ଙ୍କ ସହ ପଞ୍ଚାୟତ ର ଜନସାଧାରଣ ଙ୍କ ସମସ୍ୟା ଉପରେ ଆଲୋଚନା କଲେ  ସରପଞ୍ଚ ଦିଲ୍ଲିପ...


ପାଇକମାଳ,୦୪/୦୯ (ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମ ପଞ୍ଚାୟତବାସୀ ଙ୍କ ବିଭିନ୍ନ ସମସ୍ୟା ଉପରେ ଟେମରୀ ସରପଞ୍ଚ ଦିଲ୍ଲିପ କୁମାର ବେହେରା ଓ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଙ୍କ ସହ ସୌଜନ୍ଯ ମୂଳକ ଆଲୋଚନା କରିଛନ୍ତି।

Ad..


ସ୍ଥାନୀୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକ ମାନଙ୍କୁ ମାତ୍ର ଶହେ ଦିନ ର କାମ ମିଳିଥିବା ରୁ ତାହା ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ ପରିବାର ଭରଣ ପୋଷଣ କରିବା ପାଇଁ ଅସୁବିଧା ହେଉଥିବା ସରପଞ୍ଚ ଅଭିଯୋଗ ପାଇଥିଲେ।

        Ad..


ସେହି ଯୋଜନା ର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହେଉନଥିବାରୁ  ସାଂସଦ ଙ୍କୁ ଜଣାଇ ଆଲୋଚନା କରିଥିଲେ ଯାହାକି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ  ସାଂସଦ କହିଥିଲେ

Ad..


ଅନ୍ୟ ସମସ୍ୟା ଆଲୋଚନା ସମୟରେ ପଲସଦା ରାସ୍ତା କୁମୁଡି ନାଳା ରେ ଗତ ତିନି ବର୍ଷ ପୂର୍ବେ ଜର୍ଣ୍ଣାଲିଷ୍ଟ ଏସୋସିଏସନ ବରଗଡ଼ ପକ୍ଷରୁ ଏକ ଉଠାଜଳସେଚନ ପ୍ରକଳ୍ପ ପାଇଁ ଜିଲ୍ଲା ପ୍ରଶାସନ ପାଖରେ ପ୍ରସ୍ତାବ ଦିଆଯାଇଥିଲା।

Ad..


ସେଥି ପାଇଁ ପୂର୍ବ ସରକାର ଅର୍ଥ ଅନୁମୋଦନ କରି ନ ଥିଲେ ସେହି ଉଠାଜଳସେଚନ ପ୍ରକଳ୍ପ ଦିଗରେ ମଧ୍ୟ ଆଲୋଚନା କରି ବିଭାଗୀୟ ଅଧିକାରୀ ଓ ରାଜ୍ୟ ସରକାରଙ୍କ ଜଳସେଚନ ବିଭାଗ ସହ ଆଲୋଚନା କରି ପ୍ରସ୍ତାବ ଦେବାକୁ ସାଂସଦ ଙ୍କୁ ସରପଞ୍ଚ ଦିଲ୍ଲିପ କୁମାର ବେହେରା ଅନୁରୋଧ କରିଥିଲେ। ଉକ୍ତ ସମସ୍ତ ବିଷୟରେ ସାଂସଦ ଗୁରୁତ୍ବ ଦେଇ ଆଗାମୀ ଦିନରେ ସମସ୍ୟା ର ସମାଧାନ କରିବା ପାଇଁ କହିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post